Category: ରାଜ୍ୟ ଖବର

ରଥଯାତ୍ରା ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ୨୯ ଗଛ ଚିହ୍ନଟ

ଭଞ୍ଜନଗର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର…

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୁଷୁଣ୍ଡପୁରର ମା ଉଗ୍ରତାରା ଓ ବାଣପୁରର ମା ଭଗବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୫-ଟି ଉପକ୍ରମରେ…

ଆଜି ବିଶ୍ୱ ପଖାଳ ଦିବସ, ଗାଁ ରୁ ସହର ସବୁଠି ପଖାଳ

ଭୁବନେଶ୍ବର : ଆଜି ବିଶ୍ୱ ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ଖଟିଖିଆର ଭାତହାଣ୍ଡିରୁ ସୌଖିନ ହୋଟେଲ ପର୍ଯ୍ୟନ୍ତ ଏବେ ପଖାଳର ଚାହିଦା । ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ମଧ୍ୟ…

ଭୀମସାରରେ ଭର୍ତ୍ତି ହେଲେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ

ସମ୍ବଲପୁର : ଭୀମସାରରେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ ଭର୍ତ୍ତି ହେଇଛନ୍ତି l ରୋଗୀ ଜଣକ ହେଉଛନ୍ତି ବଲାଙ୍ଗୀର ଜ଼ିଲ୍ଲାର ଜଣେ ବୟସ୍କ ବ୍ୟକ୍ତି l ପ୍ରଥମେ ବଲାଙ୍ଗୀର ମେଡ଼ିକାଲରେ ତାଙ୍କର ଟେଷ୍ଟ ରେ କୋଭିଡ ରେ ସଂକ୍ରମିତ ହୋଇଥିବା…

ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ

ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ । ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ । ମୃତା ଛାତ୍ରୀ…

ବିଧାୟକ ସୁଶାନ୍ତ ସିଂଙ୍କ ଘରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାକୁ ନେଇ ତାତିଲା ଛାତ୍ର କଂଗ୍ରେସ । ସରଗରମ ହେଲା ରାଜ୍ୟ ରାଜନୀତି । ଏହି ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ତାଙ୍କ ସରକାରୀ ବାସଭବନ ଘେରାଉ…

ସରିଲା ମାଟ୍ରିକ ପରୀକ୍ଷା, ଅପ୍ରେଲ ୩ ରୁ ଖାତା ଦେଖା ଆରମ୍ଭ

କଟକ: ଆଜି ସରିଛି ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ ତାରିଖ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ।୫୬ ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ ମୂଲ୍ୟାୟନ।ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଗୁଡ଼ିକ ସୁରକ୍ଷାରେ ଯିବ । ଆସନ୍ତା ୪୫ ଦିନ ମଧ୍ୟରେ…

ଗଞ୍ଜେଇ ଚାଲାଣରେ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ

ମାଲକାନଗିରି: ଗଞ୍ଜେଇ ଚାଲାଣରେ ପୋଲିସ କନେଷ୍ଟବଳ । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସକୁ ବାନ୍ଧିଲା ପୋଲିସ । ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଜଣେ ଗଂଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଂଜେଇ ଚାଲାଣ କରୁଥିବା ଖବର ମିଳିଥିଲା । ମାଲକାନଗିରି…

ଜାଳ ଆଣୁଥିବା ବେଳେ ବୃଦ୍ଧାଙ୍କୁ ଝାମ୍ପିନେଲା ମହାବଳ ବାଘ

ନୂଆପଡା: ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଳାରେ । ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଝାମ୍ପିନେଇଛି ମହାବଳ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଘଟିଛି ଏହି ଦୁର୍ଘଟଣା । ବୃଦ୍ଧାଙ୍କ…

ବରମୁଣ୍ଡା ନିର୍ମାଣାଧୀନ ବସ୍‌ ଟର୍ମିନାଲ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ବରମୁଣ୍ଡାର ନିର୍ମାଣାଧୀନ ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ ISBT ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା । ୧୫.୫ ଏକର ଜାଗାରେ ଏହି ବସ ଟର୍ମିନାଲ ନିର୍ମାଣ କରାଯାଉଛି । ଅନ୍ତଃ ଓ…