ଦେବୀ ନଦୀରେ ପୁଣି ଅଘଟଣ: ୨ ଉଦ୍ଧାର, ଜଣେ ନିଖୋଜ
କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ…
କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ…
ରାୟଗଡା: ଓଡ଼ିଶା ସରକାର ରାଜସ୍ବ ବୃଦ୍ଧି ନାମରେ ରାଜ୍ୟର ଖଣିଜ ସଂପଦକୁ ଶେଷ କରିଦେବାକୁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଆଇନକୁ ଅମାନ୍ୟ କରି ଚାଲିଛନ୍ତି। ଏହାଦ୍ବାରା ରାଜ୍ୟ ସମ୍ବଳହୀନ ହୋଇଯିବ। ଏଥିସହ ରାଜ୍ୟରେ ଥିବା ନଦୀ ଓ ଝରଣା…
ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ…
କଟକ: ଦୁର୍ଘଟଣା ହ୍ରାସ ନିମନ୍ତେ ପରିବହନ ବିଭାଗର ନାବାଳକ ଚାଳକ ଧଡ଼ପଗଡ଼ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ୮୪ଜଣ ନାବାଳକ ଗାଡି ଚାଳନା କରି ଧରାପଡିଛନ୍ତି। ସେମାନଙ୍କ ଅଭିଭାବକଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୧୨ଜଣ…
ପୁରୀ : ସ୍ବର୍ଗଦ୍ବାରରେ ଶବଦାହ ପାଇଁ ମିଳୁନି ଘିଅ। ପୂର୍ବଭଳି ପୁଣି ମୃତକଙ୍କ ଆତ୍ମୀୟସ୍ବଜନ ବାହାରୁ ଘିଅ କିଣି ଶୋଷଣର ଶିକାର ହେଉଛନ୍ତି। ଶବଦାହ ପାଇଁ ସ୍ବର୍ଗଦ୍ବାରରେ ଖୋଲିଥିବା ଓର୍ମାସ କାଉଣ୍ଟର୍ରେ ଘିଅ ଅଭାବ ପଡ଼ୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ…
ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ବିଦ୍ୟାଳୟର ୨୫% ସିଟ୍ରେ ଗରିବ ତଥା ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଛି। ୨୦୨୩-୨୪ ଶିକ୍ଷାବର୍ଷ ଲାଗି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଚାଲିଥିବା ନାମଲେଖା ପ୍ରକ୍ରିୟାର ପ୍ରଥମ ରାଉଣ୍ଡ୍ ଲଟେରି ଉଠାଣ…
ଭୁବନେଶ୍ବର : ପଶ୍ଚିମା ଝଡ଼ ପ୍ରଭାବରେ ମଙ୍ଗଳବାର ଦିନ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଥିଲା। ଆଜି(ବୁଧବାର) ମଧ୍ୟ…
ସୋର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ଛତ୍ରପୁର ଗାଁରେ ପତ୍ନୀକୁ ହତ୍ୟା କଲା ସ୍ୱାମୀ । ଏହି ଗାଁର ବୀର ସିଂ ତାର ପତ୍ନୀ କୁନି ସିଂକୁ ବାଡ଼ିରେ ପିଟିପିଟି ହତ୍ୟା କରିଛିl ଗତକାଲି ରାତିରେ ଉଭୟ ସାଙ୍ଗ…
ଭୁବନେଶ୍ବର: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ୫୭ ପ୍ରତିଶତ ଶିକ୍ଷକ ଏବଂ ୫୮ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଛି। ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଏକ ତାରକା ପ୍ରଶ୍ନରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଏହି ଉତ୍ତର ରଖିଛନ୍ତି।…
ଭୁବନେଶ୍ବର : ‘ଶଙ୍ଖ ମୋର ଗର୍ବ’ ଅଭିଯାନକୁ ବିଭିନ୍ନ ମହଲରୁ ସମାଲୋଚନା ହେବାପରେ ବିଜେଡି ପକ୍ଷରୁ ଆଜିଠୁ ‘ଜୟ ଜଗନ୍ନାଥ’ ସ୍ଲୋଗାନକୁ ନେଇ ନୂଆ ଅଭିଯାନ ଆରମ୍ଭ ହୋଇଛି । ତେବେ ବିଜେଡିର ଏହି ସ୍ଲୋଗାନକୁ ଉଭୟ ବିଜେପି ଓ କଂଗ୍ରେସ…