Category: ରାଜ୍ୟ ଖବର

ବାପଘରେ ମାଆ ବୁଢୀ ଠାକୁରାଣୀ, ଅସ୍ଥାୟୀ ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର : ବାପଘରେ ମାଆ ବୁଢୀ ଠାକୁରାଣୀ। ଦେଶିବେହେରା ସାହିରେ ରୀତିନୀତି ଅନୁଯାୟୀ ପରମ୍ପରା ପାଳନ କରାଯାଉଛି। ଶଙ୍ଖ, ଚାଙ୍ଗୁ ଓ ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର ସହର। ମାଆ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଯାତ୍ରାର ଆଜି ହେଉଛି ତୃତୀୟ…

ଠିକାଦାରଙ୍କୁ ଅପହରଣ କରିଥିଲେ ଠିକାଦାର, ମାଗିଥିଲେ ୪୦ ଲକ୍ଷ; ଗିରଫ କଲା ପୁଲିସ୍

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ଵର ନିକଟରୁ ଜଣେ ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।…

ଉପନିର୍ବାଚନ ପୂର୍ବରୁ ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ସରୋଜ ସାମଲଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେଙ୍କୁ ଅବସ୍ଥାପିତ କରାଯାଇଛି। ସୋନପୁର ଏଡିଏମ୍‌ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି…

ରାଜଧାନୀରେ ଦୌଡ଼ିବ ମେଟ୍ରୋ, ୪୫୦ଟି ପିଲରରେ ଛିଡା ହେବ ଟ୍ରାକ୍‌

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ପ୍ରସ୍ତୁତ ହେଉଛି ଡିପିଆର୍। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ସେଠାରୁ ବାଣୀବିହାର, ଜୟଦେବ ବିହାର,…

ମୃତ୍ୟୁ ଶୂନ୍ୟ ସପ୍ତାହ: ତୃତୀୟ ଦିନରେ ୧୦ ମୃତ

କଟକ: ରାଜ୍ୟ ପରିବହନ କର୍ତ୍ତୃପକ୍ଷ( ଏସ୍‌ଟିଏ) ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ମୃତ୍ୟୁ ଶୂନ୍ୟ ସପ୍ତାହ ଅଭିଯାନର ତୃତୀୟ ଦିନ‌ରେ ଚଢଉ ଜୋରଦାର କରାଯାଇଛି। ତୃତୀୟ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ଜଣଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା…

ବ୍ରହ୍ମପୁରରେ ଚାଲିଛି ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ଆରମ୍ଭ ହୋଇଛି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ବିରାଟ ପଟୁଆରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ଦେଶୀବେହେରା ସାହିରେ ଥିବା ବାପଘରକୁ ବିଜେ କରିଛନ୍ତି ମା’। ପରମ୍ପରା ଅନୁସାରେ ଯାତ୍ରାର ମୁଖ୍ୟ ପୁରୋଧା ଦୁର୍ଗା…

‘ସରି ଅଲ୍ ଅଫ୍ ୟୁ’ ଲେଖି ଝୁଲି ପଡ଼ିଲେ ବିଜେଡି ନେତା

ସୁନ୍ଦରଗଡ଼ : ‘ସରି ଅଲ୍ ଅଫ୍ ୟୁ’ ହ୍ୱାଟସଆପ୍‌ ଷ୍ଟାଟସରେ ଲେଖି ଝୁଲି ପଡ଼ିଲେ ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି। ଆଜି ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଧୀରଜ୍ ପ୍ରସାଦ। ଧୀରଜଙ୍କ…

ହିନ୍ଦୋଳ ଓ ଅତାବିରା ହାତେଇଲା ବିଜେଡି

ଢେଙ୍କାନାଳ : ବିଜେଡି ହାତେଇଲା ହିନ୍ଦୋଳ ଏନଏସି। ଲଗାତାର ଦ୍ୱିତୀୟ ଥର ପାଇଁ ହିନ୍ଦୋଳ ଏନଏସି ଅକ୍ତିଆର କରିଛି ବିଜୁ ଜନତା ଦଳ। ହିନ୍ଦୋଳ ଏନଏସି ନିର୍ବାଚନରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ୪୨୪ ଖଣ୍ଡ…

ପ୍ୟାଣ୍ଟ ସାର୍ଟ ପରେ ଧୋତି ପିନ୍ଧାକୁ ନେଇ ବିବାଦ : ହଟିଲା ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

ଅନୁଗୋଳ: ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବି‌ରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ…

ବିଏସକେୱାଇ କାର୍ଡ କେଳେଙ୍କାରୀ: ଶୋଭା ନର୍ସିଂହୋମ ମାଲିକଙ୍କର ୨୮ ଲକ୍ଷ ଟଙ୍କା ଜବତ

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କେଳେଙ୍କାରୀ ଘଟଣାରେ ୨୦୨୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଶୋଭା ନର୍ସିଂହୋମର ସମସ୍ତ ବିଏସକେୱାଇ କାର୍ଡ ସ୍ବାପ୍ ସଂକ୍ରାନ୍ତ ତଥ୍ୟ ମଧୁପାଟଣା ଥାନା ପୁଲିସ ଜାଣିବାକୁ ଚାହିଁଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କ ମାଧ୍ୟମରେ ଏହି…