Category: ରାଜ୍ୟ ଖବର

୪୩ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର! ୨୯ ବର୍ଷର ରେକର୍ଡ ଭାଙ୍ଗିଲା ଗୋପାଳପୁର

ଭୁ‌ବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ାବାସୀଙ୍କୁ ତାପମାତ୍ରା ଅଧିକ ଅସ୍ତବ୍ୟସ୍ତ କରିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର…

ଏଥର ମୌସୁମୀରେ ହେବ ସ୍ବାଭାବିକ ବର୍ଷା: ଆଇଏମ୍‌ଡି

ଭୁବନେଶ୍ବର: ଏଥର ମୌସୁମୀରେ ଏଲ୍‌ନିନୋ ପ୍ରଭାବରେ ଦେଶରେ କମ୍‌ ବର୍ଷା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା, ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଆକଳନ ତାହାକୁ ଭୁଲ୍‌ ପ୍ରମାଣିତ କରିଛି। ଆଇଏମ୍‌ଡି କହିଛି, ଏବର୍ଷ ଜୁନ୍‌ରୁ ‌ସେପ୍ଟେମ୍ବର ମଧ୍ୟ‌ରେ ଭାରତର ଅଧିକାଂଶ ସ୍ଥାନ ଯଥା…

ଧୁମ୍‌ଧାମ୍‌ରେ ପାଳନ ହେଲା ‘ବିଶ୍ବ ଛେନାପୋଡ଼ ଦିବସ

ଭୁବନେଶ୍ବର: ଦୋକାନରେ ଥିବା ବଳକା ଛେନା ଖରାପ ନ ହେବା ପାଇଁ ସେଥିରେ ଚିନି ମିଶାଇ ଓ ପିମ୍ପୁଡ଼ି ନ ଲାଗିବା ପାଇଁ ତାହାକୁ ଚୁଲି ଆଞ୍ଚ ପାଖରେ ରଖି ମିଠା କାରିଗର ସୁଦର୍ଶନ ସାହୁ ସେଦିନ ଘରକୁ ଚାଲି ଯାଇଥିଲେ।…

ଏସ୍‌ଓପି ଜାରି କଲେ ଏସ୍‌ଆର୍‌ସି: ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଭୁବେନଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଆଜି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଏସ୍‌ଓପି ଜାରି କରିଛନ୍ତି। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗତ ଦୁଇଦିନ ହେଲା ତାତି ବଢ଼ିଥିବାବେଳେ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ…

‘ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି’

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ତାପମାତ୍ରା ବଢିବା ସହ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଥିବା ବେଳେ ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।…

୫ ବର୍ଷ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ୫୩% ମାମଲା ବାକି ରହିଛି: ‘ଇଣ୍ଡିଆନ୍‌ ଜଷ୍ଟିସ୍‌ ରିପୋର୍ଟ ୨୦୨୨’

କଟକ : ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ୫୩% ମାମଲା ବାକି ରହିଥିବା କଥା ମଙ୍ଗଳବାର ଦିନ ପ୍ରକାଶିତ ‘ଇଣ୍ଡିଆନ୍‌ ଜଷ୍ଟିସ୍‌ ରିପୋର୍ଟ ୨୦୨୨’ ତୃତୀୟ ସଂସ୍କରଣରୁ ଜଣାପଡ଼ିଛି। ସେହିପରି, ଗତ ୫ରୁ ୧୦ ବର୍ଷ ମଧ୍ୟରେ ୨୫%,…

ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ତୃତୀୟ ସ୍ଥାନରେ ନବୀନ; ସବୁଠୁ ଆଗରେ ଆନ୍ଧ୍ରର ଜଗନ ରେଡ୍ଡି

ଭୁବନେଶ୍ବର: ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତ୍ତି? ଆପଣ ଜାଣନ୍ତି କି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର୍‌ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଡିଆର ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ…

ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ: ଶକ୍ତି ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ବର: ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ପ୍ରଚଣ୍ଡ ଗରମରେ ବିନା କରେଣ୍ଟ୍‌ରେ ରହିବା ଅସମ୍ଭବ ମନେ ହେଉଥିବା ବେଳେ ‌ଏବେ ଆସିଥିବା ଖବରଟି ଆପଣଙ୍କୁ ଆଶ୍ବସ୍ତ କରିବ। ଲୋକଙ୍କୁ ଆଶ୍ବାସନା ଦେଇ ଏବର୍ଷ ରାଜ୍ୟରେ ପାୱାର…

ଜାପାନ ଗସ୍ତରୁ ଫେରିଲେ ନବୀନ, ଆଲୋଚନାକୁ ନେଇ ନିପ୍ପନ ଷ୍ଟିଲ୍ ନିରବ

ଭୁବନେଶ୍ବର : ୯ଦିନିଆ ଜାପାନ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଛନ୍ତି । ଜାପାନ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ବିଦେଶ ମାଟିରୁ ଡିଜିଟାଲ କ୍ୟାବିନେଟ୍ ବୈଠକ ଡାକିବା, ଏକ…

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଆକାଶରୁ ବର୍ଷୁଛି ନିଆଁ

ଭୁବନେଶ୍ବର : ତତଲା କଡେଇରେ ଶିଝୁଛି ସମଗ୍ର ରାଜ୍ୟ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଆକାଶରୁ ବର୍ଷୁଛି ନିଆଁ । ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ରାଜ୍ୟରେ ଏବେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା…