Category: ରାଜ୍ୟ ଖବର

ମେ’ ୨୧ରେ ଓଜେଏସ୍‌ ପ୍ରିଲିମିନାରୀ ପରୀକ୍ଷା

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଜୁଡିସିଆଲ ସର୍ଭିସ) (ଓଜେଏସ୍‌)- ୨୦୨୨ର ପ୍ରିଲିମିନାରୀ (ପ୍ରାଥମିକ) ପରୀକ୍ଷା ମେ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ୧୧. ୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ।…

ବୁଢାବଳଙ୍ଗ ନଦୀରେ ବୁଡ଼ି ୨ ମୃତ

ବାଲେଶ୍ବର: ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତୁକାଶାସନ ଗାଁରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ବୁଢାବଳଙ୍ଗ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପତୁକାଶାସନ ଗାଁ ଘାଟରେ ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିବା ସୂଚନା। ମୃତକ ଦୁହେଁ…

ସମ୍ବଲପୁର ସ୍ଥିତି ‌ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଝାରସୁଗୁଡା: ଗତ ୧୨ ତାରିଖ ପରଠାରୁ ସମ୍ବଲପୁରରେ ଦେଖାଦେଇଥିବା ଅପ୍ରୀତିକର ସ୍ଥିତିକୁ ନେଇ ଆଜି ଝାରସୁଗୁଡାରେ ବିଜେପିର ରାଜ୍ୟସ୍ତରୀୟ ଟିମ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି। ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏହି ଘଟଣା ଘଟିଥିବା…

ଆମ ମୁଣ୍ଡରେ ଅଠା ବୋଳାଯାଇଛି : ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦ ବୁଧବାର ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲ୍ ଆସିଛି ବୋଲି କହିଛନ୍ତି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ…

ସରପଞ୍ଚଙ୍କ ବେକରୁ ଝାମ୍ପି ନେଲେ ସୁନାଚେନ୍

ଭଦ୍ରକ : କିଛି ଦିନ ନିରବତା ପରେ ସୋରରେ ପୁଣି ମାତିଲେ ଲୁଟେରା। ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍‌ତାଇ ଲୁଟ୍ ଆରମ୍ଭ। ଆପାଚିରେ ଆସିଲେ, ଆଉ ରାସ୍ତାରେ ଯାଉଥିବା ସରପଞ୍ଚଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ। ଭଦ୍ରକ ମଇତା ପୁରରୁ…

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଯାଜପୁର: ଭିଜିଲାନ୍ସ ଜାଲରେ ପଡ଼ିଲେ ମେଡିକାଲ ଅଫିସର। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଏହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ଓ ଡାକ୍ତରଖାନାରେ କାର୍ଯ୍ୟରତ…

ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ

ଭୁବନେଶ୍ବର: ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ। ମୋବାଇଲ ଓ ଇଣ୍ଟରନେଟର କୁପ୍ରଭାବରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଗାଇଡ ଲାଇନ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଓ ଓସେପା…

ଖୋର୍ଦ୍ଧାରେ ‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାାଳୟ କୋଠାରେ କୃତ୍ରିମ ଅଙ୍ଗ (ଜୟପୁର ଫୁଟ୍‌) ନିର୍ମାଣ କେନ୍ଦ୍ର ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଉଦଘାଟନ କରିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି…

ବାରିପଦା ରାଜ୍ୟର ଉତ୍ତପ୍ତ ସହର, ତାପମାତ୍ରା ୪୪.୫ ଡିଗ୍ରି ରେକର୍ଡ

ଭୁବନେଶ୍ବର: ନିକଟରେ ଶିମିଳିପାଳ ଅଭୟାରଣ୍ୟ ଥିଲେ ବି ବାରିପଦାବାସୀଙ୍କୁ ତାତିରୁ ନିସ୍ତାର ମିଳିପାରୁ ନାହିଁ। ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାରେ ବହୁ ପରିବର୍ତ୍ତନ ଘଟିଛି। ଅଭୟାରଣ୍ୟରେ ପୂର୍ବ ଭଳି ଗଛ ନାହିଁ। ଜଙ୍ଗଲରେ ନିଆଁ ଲାଗୁଛି। ଜଙ୍ଗଲ ମାଫିଆଙ୍କ କାରବାର ବଢ଼ିଛି। ଏସବୁ…

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ ଭେଣ୍ଡିଂ ଜୋନ୍‌, ୪୧ଟି ଦୋକାନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କ ପାଇଁ ପ୍ରଥମ ଭେଣ୍ଡିଂ ଜୋନ୍‌। ଏହି ଭେଣ୍ଡିଂ ଜୋନ୍‌କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ । ଏହି ଭେଣ୍ଡିଂ ଜୋନ୍‌କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡୁମଡୁମାରେ ଏହି ଭେଣ୍ଡିଂ ଜୋନ୍‌ରେ…