Spread the love

ଭଦ୍ରକ : କିଛି ଦିନ ନିରବତା ପରେ ସୋରରେ ପୁଣି ମାତିଲେ ଲୁଟେରା। ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍‌ତାଇ ଲୁଟ୍ ଆରମ୍ଭ। ଆପାଚିରେ ଆସିଲେ, ଆଉ ରାସ୍ତାରେ ଯାଉଥିବା ସରପଞ୍ଚଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ।

ଭଦ୍ରକ ମଇତା ପୁରରୁ ଫେରିଲା ବେଳେ ୧୬ ନମ୍ୱର ଜାତୀୟ ରାଜପଥ ଚଡ଼କ ମରା ଠାରେ ଗୋପୀନାଥପୁର ସରପଞ୍ଚ ବନିତା ପଣ୍ଡାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନଚେନ୍ ଲୁଟିଲେ ଦୁର୍ବୃତ୍ତ। ବେକରେ ଭୁଜାଲି ଲଗାଇ ସୁନଚେନ ଲୁଟ ହୋଇଥିବା ଘଟଣା ସୋର ଥାନାରେ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *