Category: ରାଜ୍ୟ ଖବର

ନନ୍ଦନ ବିହାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନନ୍ଦନ ବିହାରର ଏକ ନିର୍ମାଣଧୀନ କୋଠାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଜଣକ ସେହି କୋଠାରେ ଲେବର ଭବେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ ହତ୍ୟା…

ରାଜ୍ୟରେ ୨୪ ଘଣ୍ଟାରେ ୪୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୯ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୭୭୨ କୋଭିଡ୍‌ ଟେଷ୍ଟ ହୋଇଛି । ତେବେ କୋଭିଡରେ କେହି ପ୍ରାଣ ହରାଇ ନାହାନ୍ତି…

ବେଦାନ୍ତ ଫେକର କାରଖାନାରେ ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି

ଭଦ୍ରକ : ବେଦାନ୍ତ ଫେକର କମ୍ପାନୀ ପରିସରରେ ବଢ଼ିଲା କଟକଣା ଅବଧି । ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି । ୨୨ ତାରିଖ ସକାଳ ୬ଟାରୁ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା । ସୂଚନା…

ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ, STF ଚଢ଼ାଉ ୧୦ ହାଇୱା ଜବତ

ଦେବଗଡ଼: ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ । ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ରାତିଅଧିଆ ଚଢ଼ାଉ । ସିଂଶାଲରୁ ୭ ଓ ସିଙ୍ଗୁରିରୁ ୩ଟି ମୋଟ ୧୦ ହାଇୱା ଜବତ କରି ଅଟକ ରଖିଛି…

ବଦଳିଲା ପାଗ: ୩ ଦିନ ତାତିରୁ ମୁକ୍ତି

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଗତକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଥିଲା। କିନ୍ତୁ…

ସମ୍ବଲପୁରରେ ସନ୍ଧ୍ୟା ୬ଟାରେ ମୋବାଇଲରେ ମିଳିବ ଇଣ୍ଟରନେଟ୍ ସୁବିଧା

ସମ୍ବଲପୁର: ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଛନ୍ତି, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାଯାଇଛି। ଏହି ଚାର୍ଜସିଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି…

ଏବେ ବି ଗଞ୍ଜାମ ଜିଲ୍ଲାର ୩୧୨ ଗାଁକୁ ଆମ୍ବୁଲାନ୍ସ ଗଡ଼ୁନି, ନଦୀ ପାହାଡ଼ ଡେଇଁ ଯାଉଛନ୍ତି ସ୍ବାସ୍ଥ୍ୟ ଟିମ୍‌

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାକୁ ୧ନମ୍ବର ଜିଲ୍ଲା କରାଯିବ। ଗଞ୍ଜାମ ରାଜ୍ୟର ବିକାଶଧାରାର ମଡେଲ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି। କିନ୍ତୁ, ତୃଣମୂଳସ୍ତରକୁ ଯାଇ ସମସ୍ୟା ବୁଝିବା ପରେ ଜଣାପଡ଼ିଛି, ଗଞ୍ଜାମ ଜିଲ୍ଲାରେ ବିକାଶର ଅସଲ ଚିତ୍ର କ’ଣ?…

ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଇଛି ଶିଆଳି ପତ୍ର

ଫୁଲବାଣୀ : ମହୁଲ ଫୁଲ ଭଳି ଶିଆଳି ପତ୍ର ମଧ୍ୟ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ପାଇଁ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଶିଆଳି ପତ୍ରରୁ ନାନା ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ନିକଟସ୍ଥ ବଜାରରେ ବିକ୍ରି କରି ଆଦିବାସୀମାନେ ପରିବାର…

ଅଲିଭ୍ ରିଡ୍‌ଲେ: ଏଥର ଆସିଲେ ୧୧.୬୪ ଲକ୍ଷ; ଗହୀରମଥା, ଋଷିକୁଲ୍ୟା ମୁହାଣରେ ବଢ଼ିଲେ

ଭୁବନେଶ୍ବର : କୁହାଯାଏ ଅଲିଭ୍ ରିଡ୍‌ଲେଙ୍କ ଭୂସ୍ବର୍ଗ ହେଉଛି ଓଡ଼ିଶା ଉପକୂଳ। ବିଶ୍ବର ସମୁଦାୟ ଅଲିଭ୍ ରିଡ୍‌ଲେଙ୍କ ମଧ୍ୟରୁ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥା’ନ୍ତି। ନଭେମ୍ବରରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ସେମା‌ନେ ଅଣ୍ଡା ଦେଇଥା’ନ୍ତି। ସେହିପରି…