Category: ରାଜ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୬୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥରୁ ୫୦୨ଟି ପଜିଟିଭ ଆସିଛି। ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨୬କୁ ବୃଦ୍ଧି…

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ଦେଲା ବଡ଼ ଦାୟିତ୍ୱ

ଭୁବନେଶ୍ବର : ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ଦେଇଛି ବଡ଼ ଦାୟିତ୍ୱ। ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି। ଆଜି ଏଆଇସିସି ପକ୍ଷରୁ ତାଙ୍କୁ…

ସ୍କୁଲ ଛୁଟି ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବା ନିଷ୍ପତ୍ତି ଦ୍ୱନ୍ଦ୍ୱ ଦୂର କଲା ମହିଳା ଓ ଶିଶୁ ବିଭାଗ

ଭୁବନେଶ୍ବର : ରାଜ୍ୟରେ ସ୍କୁଲ ଖରାଛୁଟି ଘୋଷଣା ଏବଂ ଏହି ସମୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବାକୁ ନେଇ କିଛିଟା ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ନଜରକୁ ଆସିଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯିବା…

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ପୁଲିସ କମିଶନରଙ୍କୁ ଭେଟିଲା ବିଜେପି ଟିମ୍‌

ଭୁବନେଶ୍ବର : ଯୌନ ନିର୍ଯାତନାରେ ସମ୍ପୃକ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ହେବା ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଦାବି କରି ବିଜେପିର ଏକ ଟିମ୍ ଆଜି ପୁଲିସ କମିଶନରଙ୍କୁ ଭେଟିଛନ୍ତି। ଅଭିଯୋଗର ୯…

‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶୀଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା…

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ୨୧ ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ।…

ଯୁବକଙ୍କୁ ବୀଭତ୍ସ ହତ୍ୟା: ଗାଁ ପଡିଆ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି। କେଉଁ କାରଣରୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା…

ଭୁବନେଶ୍ୱରର ବିମାନ ବନ୍ଦରରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଦେଶ ପାଇଁ ଲଢ଼ିବାକୁ ଯାଇଥିଲେ । ସହିଦ ହୋଇ ଫେରିଲେ । ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌…

ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର

ସମ୍ବଲପୁର : ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ…

ନକ୍ସଲ-ପୋଲିସ ଗୁଳିବିନିମୟ, ଦୁଇ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସ ଏନକାଉଣ୍ଟର ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ୨୮ ଲକ୍ଷ୍ୟ ଟଙ୍କା ଇନାମୀ ଦୁଇ ମହିଳା ମାଓବାଦୀ ମୃତ। ମଧ୍ୟପ୍ରଦେଶ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ବାଲାଘାଟ ଜଙ୍ଗଲ ରେ…