Category: ରାଜ୍ୟ ଖବର

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଉଦଳା: ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଦମୟନ୍ତୀ ବାରିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।…

ପରୀକ୍ଷା ଭଲ ନବାରୁ ଜୀବନ ହାରିଲେ ନିଟ୍ ପରୀକ୍ଷାର୍ଥୀ

ଭଦ୍ରକ: ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା…

ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିନିକା: ହତ୍ୟା ନା ଜୀବନହାରିବା । ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ର ଏକ ବରଗଛ ଡାଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।…

ମେଟ୍ରୋ ପ୍ରକଳ୍ପକୁ ନେଇ ମିଛ କହୁଛନ୍ତି ସରକାର ! ବିରୋଧୀଙ୍କ ଟାର୍ଗେଟରେ ‘ଡବଲ ଇଞ୍ଜିନ’

ଭୁବନେଶ୍ୱର: ଟ୍ୱିନସିଟିରେ ମେଟ୍ରୋ ଚାଲିବାକୁ ନେଇ ଦେଖାଯାଇଥିବା ସ୍ୱପ୍ନ ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ୁଥିବା ବେଳେ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟୋକ୍ତି ରାଜ୍ୟର ବିଜେପି…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମକୁ ଫେରିଲା ୭୭.୨ ଏକର ସଂପତ୍ତି

ପିପିଲି : ପିପିଲି ତହସିଲ ଅଞ୍ଚଳରେ ଥିବା ୭୭.୨ ଏକର ଜଗନ୍ନାଥ ସଂପତ୍ତି ଏବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଫେରିଛି। ପୂର୍ବରୁ ଏହି ସଂପତ୍ତି ବିଭିନ୍ନ ବ୍ୟକ୍ତିଙ୍କ ମାର୍ଫତଦାରରେ ରହିଥିଲା। ଏବେ ପିପିଲି ତହସିଲ ପକ୍ଷରୁ ରେକର୍ଡ ସଂଶୋଧନ କରାଯାଇ ଏହାକୁ…

ନବରଙ୍ଗପୁର ସହରରେ ତୈଳ ସଙ୍କଟ, ସମସ୍ୟା ଭୋଗୁଛନ୍ତି ଗାଡ଼ି ଚାଳକ

ନବରଙ୍ଗପୁର: ନବରଙ୍ଗପୁର ସହରରେ ତୈଳ ସଙ୍କଟ । ୬ଟି ଟାଙ୍କିରୁ ବନ୍ଦ ହେଲାଣି ୪ ଟାଙ୍କି । ବାକି ଦୁଇଟି ଟାଙ୍କିରୁ ମିଳୁଛି ସୀମିତ ତେଲ। ପ୍ରଥମେ ରନ୍ଧନ ଗ୍ୟାସ ଏବେ ପେଟ୍ରୋଲ ଡିଜେଲର ସମସ୍ୟା ନବରଙ୍ଗପୁର ସହରବାସୀଙ୍କ ନିଦ ହଜାଇଦେଇଛି।…

ମହୁ ସଂଗ୍ରହ ପାଇଁ ଯାଇ ପଥର ସନ୍ଧିରେ ଫସିଲା ନାବାଳକ, ୮ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ନୟାଗଡ଼: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନାବାଳକକୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଥିଲା ନାବାଳକ । ସୂଚନାଯୋଗ୍ୟ, ଆଜି ସକାଳୁ ମହୁ…

ପ୍ରେମିକ ଘର ଆଗରେ ଗର୍ଭବତୀ ପ୍ରେମିକାକୁ ହତ୍ୟା ଘଟଣା: ପୋଲିସର ନିଷ୍କ୍ରିୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ହିଞ୍ଜିଳି: ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ । ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡ଼ା ଗ୍ରାମରେ ଘଟିଥିବା ଗର୍ଭବତୀ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗଭୀର ଉଦବେଗ…

ବିବାହ ଭୋଜିରେ ନିଜ ଦଳର କର୍ମୀଙ୍କୁ ଗୋଇଠା ମାରିଲେ ନେତା

ଭୁବନେଶ୍ୱର : ବିବାହ ଭୋଜିରେ ନେତାଙ୍କ ଠିଆ ଗୋଇଠା । କର୍ମୀଙ୍କୁ ଗୋଇଠା ମାରି ତଡ଼ିଲେ । ସିସିଟିଭି ସାମ୍ନାକୁ ଆସିବା ପରେ ଅଡୁଆରେ ଉତ୍ତର ଭୁବନେଶ୍ୱରର ଜଳନ୍ଧର ସୁବୁଦ୍ଧି । ଏନେଇ ଜଳନ୍ଧରଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି…

ପୁରୁଣାକଟକ ଥାନା ପରିସରରେ ପୋଲିସ-ଗ୍ରାମବାସୀ ହାତାହାତି, ଜଣେ ପୋଲିସ କର୍ମଚାରୀ ସମେତ ୬ରୁ ଊର୍ଦ୍ଧ୍ବ ଆହତ

ବୌଦ୍ଧ: ରଣକ୍ଷେତ୍ର ପାଲଟିଲା ଥାନା ପରିସର । ପୋଲିସ ଓ ଉତ୍ୟକ୍ତ ଲୋକ ହାତାହାତି । ମାରପିଟରେ ୬ରୁ ଅଧିକ ଯୁବକ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରରେ ଉତ୍ତେଜନା…