ସିବିଏସ୍ଇକୁ ଟପିଲା ଓଡ଼ିଶା ବୋର୍ଡ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷାର ରେଗୁଲାର୍ ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୬.୪୦ ପ୍ରତିଶତ ରହିଥିବା ବେଳେ ଏକ୍ସରେଗୁଲାର୍ ଓ ପତ୍ରମାଧ୍ୟମ ପରୀକ୍ଷାଫଳକୁ…