ଏନ୍ବିଡବ୍ଲୁ ବେଳେ ଅଦାଲତ ସତର୍କ ରହୁ: ହାଇକୋର୍ଟ
କଟକ : ସମ୍ବିଧାନ ନାଗରିକଙ୍କୁ ବଞ୍ଚିବାର ଓ ବ୍ୟକ୍ତିଗତ ସ୍ବାଧୀନତାର ମୌଳିକ ଅଧିକାର ଦେଇଛି। ଏଥି ସହିତ ନାଗରିକଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବା ପାଇଁ ଅଦାଲତଙ୍କୁ ସମ୍ବିଧାନ ଦାୟିତ୍ବ ଦେଇଛି। ଅନ୍ୟପକ୍ଷରେ ଜାମିନ୍ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ)ର ଜଣଙ୍କର ବ୍ୟକ୍ତିଗତ ସ୍ବାଧୀନତା…