Category: ରାଜ୍ୟ ଖବର

ଆଇନବିହୀନ ଓଡ଼ିଶା ଏକ ବାସ୍ତବତା କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲା ବିଜେଡି

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଦୁଇ ମାସ ପରେ ପୁଣି ଝାରସୁଗୁଡ଼ାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜର ଟୁଇଟରରେ ଲେଖିଛନ୍ତି, ଆଇନ…

ଦେବୀ ମିଶ୍ରଙ୍କ ଦୃଢ଼ୋକ୍ତି, ବିଜେଡିର ହେବ ବଡ଼ ବିଜୟ: କଂଗ୍ରେସର ସ୍ଥିତି ଭଲ ଅଛି, କହିଲେ ସାଲୁଜା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ବିଜେଡି ଓ କଂଗ୍ରେସ ନେତା ମତ ରଖିଛନ୍ତି। ଏନେଇ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିର ହେବ ବଡ଼ ବିଜୟ ହେବ। ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡି…

କଟକ ରେଳ ଷ୍ଟେସନରେ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

କଟକ: କଟକ ରେଳ ଷ୍ଟେସନରୁ ଗୁରୁବାର ଅପରାହ୍‌ଣରେ ବହୁପ୍ରତିକ୍ଷୀତ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ଟ୍ରେନ୍‌ ଶୁଭାରମ୍ଭ କରିଛନ୍ତି।…

ଦେବୀ ନଦୀରେ ପୁଣି ଅଘଟଣ: ୨ ଉଦ୍ଧାର, ଜଣେ ନିଖୋଜ

କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ…

ଶାଗମାଛ ଦରରେ ସରକାର ଖଣି ଲିଜ ପ୍ରଦାନ କରୁଛନ୍ତି: ପ୍ରଫୁଲ ସାମନ୍ତରା

ରାୟଗଡା: ଓଡ଼ିଶା ସରକାର ରାଜସ୍ବ ବୃଦ୍ଧି ନାମରେ ରାଜ୍ୟର ଖଣିଜ ସଂପଦକୁ ଶେଷ କରିଦେବାକୁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଆଇନକୁ ଅମାନ୍ୟ କରି ଚାଲିଛନ୍ତି। ଏହାଦ୍ବାରା ରାଜ୍ୟ ସମ୍ବଳହୀନ ହୋଇଯିବ। ଏଥିସହ ରାଜ୍ୟରେ ଥିବା ନଦୀ ଓ ଝରଣା…

ରାଜଧାନୀରେ ଅପହରଣ: ଦେଢ଼ କୋଟି ଟଙ୍କା ଦାବି କରିଥିଲେ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ…

୮୪ ନାବାଳକ ଗାଡି ଚାଳନା କରି ଧରାପଡ଼ିଲେ, ଗଞ୍ଜାମରୁ ସର୍ବାଧିକ ୧୨

କଟକ: ଦୁର୍ଘଟଣା ହ୍ରାସ ନିମନ୍ତେ ପରିବହନ ବିଭାଗର ନାବାଳକ ଚାଳକ ଧଡ଼ପଗଡ଼ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ୮୪ଜଣ ନାବାଳକ ଗାଡି ଚାଳନା କରି ଧରାପଡିଛନ୍ତି। ସେମାନଙ୍କ ଅଭିଭାବକଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୧୨ଜଣ…

ସ୍ବର୍ଗଦ୍ବାରରେ ଶବଦାହ ପାଇଁ ମିଳୁନି ଘିଅ, ବାହାରୁ ଚଢ଼ାଦରରେ କିଣୁଛନ୍ତି ଆତ୍ମୀୟସ୍ବଜନ

ପୁରୀ : ସ୍ବର୍ଗଦ୍ବାରରେ ଶବଦାହ ପାଇଁ ମିଳୁନି ଘିଅ। ପୂର୍ବଭଳି ପୁଣି ମୃତକଙ୍କ ଆତ୍ମୀୟସ୍ବଜନ ବାହାରୁ ଘିଅ କିଣି ଶୋଷଣର ଶିକାର ହେଉଛନ୍ତି। ଶବଦାହ ପାଇଁ ସ୍ବର୍ଗଦ୍ବାରରେ ଖୋଲିଥିବା ଓର୍‌ମାସ କାଉଣ୍ଟର୍‌ରେ ଘିଅ ଅଭାବ ପଡ଼ୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ…

ଘରୋଇ ସ୍କୁଲରେ ପଢ଼ିବାକୁ ୯୭୧୭ ଗରିବ ପିଲା ଯୋଗ୍ୟ : ଅଧିକ ଫି’ ଆଦାୟ କରାଯାଉଥିବା ଅଭିଯୋଗ

ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘ‌ରୋଇ ବିଦ୍ୟାଳୟର ୨୫% ସିଟ୍‌ରେ ଗରିବ ତଥା‌ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଛି। ୨୦୨୩-୨୪ ଶିକ୍ଷାବର୍ଷ ଲାଗି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଚାଲିଥିବା ନାମଲେଖା ପ୍ରକ୍ରିୟାର ପ୍ରଥମ ରାଉଣ୍ଡ୍‌ ଲଟେରି ଉଠାଣ…

ପଶ୍ଚିମା ଝଡ଼ର ପ୍ରଭାବ: ଆସନ୍ତା ୩ ଦିନ ଝଡ଼ବର୍ଷା

ଭୁବନେଶ୍ବର : ପଶ୍ଚିମା ଝଡ଼ ପ୍ରଭାବରେ ମଙ୍ଗଳବାର ଦିନ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଥିଲା। ଆଜି(ବୁଧବାର) ମଧ୍ୟ…