Category: ଦେଶ-ବିଦେଶ

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ : ଭୂସ୍ଖଳନ ଯୋଗୁଁ ୧୧୧ଟି ରାସ୍ତା ବନ୍ଦ, ଯାତ୍ରୀଙ୍କୁ ସତର୍କ ରହିବାକୁ ଅପିଲ୍

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ହେଉଥିବା ଲଗାଣ ବର୍ଷା ଜନଜୀବନକୁ ବେଶ୍ ପ୍ରଭାବିତ କରିଛି । ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୨୯ ଜୁଲାଇରେ…

ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ; ଅପମାନ କଲେ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ:’ବନ୍ଦେ ମାତରମ୍’କୁ ମିଳିବ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଆଗତ ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬’ ବୁଧବାର ରାଜ୍ୟସଭାରେ ପାରିତ ହୋଇଛି।ବିଲ୍ ପାସ୍ ହେବା ପରେ…

ଜାପାନରେ ୭.୧ ତୀବ୍ରତାର ଭୂକମ୍ପ : ୧୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୁମାମୋତୋ : ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି ଦକ୍ଷିଣ-ପଶ୍ଚିମ ଜାପାନ । ୭.୧ ତୀବ୍ରତାର ଏହି ଭୂକମ୍ପ ପରେ କୁମାମୋତୋ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ଅତି କମ୍‌ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ ଆହତ…

ପେପର୍ ଲିକ୍ ଆନ୍ଦୋଳନ ବେଳେ ଅଟକ ଥିବା ସମସ୍ତ ନାବାଳକଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅଟକ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି କୋର୍ଟ । କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ…

ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇଥିଲା ମେଟା, କ୍ଷମା ମାଗି ପୁଣି ରିଷ୍ଟୋର କଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଦେଶର ଯୁବଶକ୍ତିକୁ ସମ୍ବୋଧିତ କରି ଏକ ସେଲଫି ଭିଡିଓ ପୋଷ୍ଟ କରିଥିଲେ । ଯାହା ରେକର୍ଡ କରିଥିଲା । ଏହି ଭିଡିଓକୁ ମେଟା ଫେସବୁକରୁ ହଟାଇ ଏବେ ଭୁଲ୍…

ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଦୁଇ ଦିନ ଯାଏଁ ଚାରଧାମ ଯାତ୍ରା ସ୍ଥଗିତ

ଉତ୍ତରାଖଣ୍ଡ : ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।…

ଜାପାନରେ ୭.୧ ତୀବ୍ରତାର ଭୂକମ୍ପ, ସୁନାମୀ ଆଲର୍ଟ

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ମଙ୍ଗଳବାର ଦିନ ଜାପାନର କ୍ୟୁଶୁ ଦ୍ବୀପ କୁମାମୋଟୋ ପ୍ରଦେଶରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ସୁନାମୀ ଚେତାବନୀ ଜାରି କରାଯାଇଛି । ଜାପାନ…

ପିଓକେରେ ଉତ୍ତେଜନା, ପାକିସ୍ତାନୀ ସେନାର ଗୁଳିମାଡ଼ରେ ୧୯ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ରାୱଲକୋଟରେ ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଳିମାଡ଼କୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଗୁଳିମାଡ଼ରେ ୧୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ଏହାପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସନ୍ତୋଷର…

ଇ-୨୦ ଇନ୍ଧନ ନୀତି ବିରୋଧରେ ୪ରେ ଦିଲ୍ଲୀ ପରିବହନ ସଂଘର ସଂସଦ ଅଭିମୁଖେ ବିଶାଳ ପ୍ରତିବାଦ ଶୋଭାଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀର ଟ୍ୟାକ୍ସି ଓ ପରିବହନ ସଂଘଗୁଡ଼ିକ ପକ୍ଷରୁ ଇ-୨୦ ଇନ୍ଧନ (ଇଥାନଲ୍-ମିଶ୍ରିତ ପେଟ୍ରୋଲ) ନୀତି ବିରୋଧରେ ଆସନ୍ତା ଅଗଷ୍ଟ ୪ ତାରିଖରେ ସଂସଦ ଭବନ ଅଭିମୁଖେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଛି। ସାଂସଦମାନେ…

ପୁଣି ଆନ୍ଦୋଳନ କରିବ ସିଜେପି; ଛାତ୍ରଙ୍କ ଉପରୁ ମାମଲା ପ୍ରତ୍ୟାହାର ଚୁକ୍ତି ଭଙ୍ଗ କରୁଛନ୍ତି ସରକାର

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ପୁଣି ଥରେ ଆନ୍ଦୋଳନ କରାଯିବା ନେଇ କେନ୍ଦ୍ର ସରକାରଙ୍କୁ ଧମକ ଦିଆଯାଇଛି। ସିଜେପି ଏହାର ୩୬ଦିନିଆ ଆନ୍ଦୋଳନ ପ୍ରତ୍ୟାହାର ପୂର୍ବରୁ ସରକାରଙ୍କ ସହିତ ତିନିଟି ପ୍ରସଙ୍ଗରେ ଚୁକ୍ତି କରିଥିଲା। ତେବେ ସରକାର ଏବେ…