Category: ଦେଶ-ବିଦେଶ

ଡବ୍ଲୁପିଏଲରେ ଛକା ଓ ଚୌକା ବର୍ଷା ପଛର ରହସ୍ୟ

ମୁମ୍ବାଇ: ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍‌ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍‌)ର ଶୁଭାରମ୍ଭ ହୋଇଛି। ତେବେ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ…

ଫୋନ୍‌ରେ ନୁହେଁ ତାଙ୍କ ମନରେ ‘ପେଗାସସ୍‌’ ଅଛି: ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି କହିଲେ ଶିବରାଜ ଚୌହାନ୍‌

ଭୋପାଳ: ଫୋନ୍‌ରେ ନୁହେଁ ତାଙ୍କ ମନରେ ‘ପେଗାସସ୍‌’ ଥିବା କଥା ଶନିବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି। ସୂଚନାଯୋଗ୍ୟ, ଇଜ୍ରାଏଲୀୟ ‘ସ୍ପାଏୱେ‌ର୍‌’ ‘ପେଗାସସ୍‌’ ମାଧ୍ୟମରେ ତାଙ୍କ ଫୋନ୍‌ କଲ୍…

ଉମେଶ ପାଲ୍‌ ହତ୍ୟା ଘଟଣା: କ୍ରେଟା କାରର ମାଲିକକୁ ଖୋଜି ବାହାର କଲା ପୁଲିସ

ପ୍ରୟାଗରାଜ: ‘ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟା ମାମଲାରେ ଏବେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଉମେଶଙ୍କୁ ଗୁଳି କରିିଥିବା ସୁଟର ଯେଉଁ ଗାଡ଼ି ବ୍ୟବହାର କରୁଥିଲା, ତାହା ଅତୀକଙ୍କ…

‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀ ସ୍କୁଲ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀର ଏକ ସ୍କୁଲ ବିରୋଧରେ ମାମଲା ରୁଜୁ। ଶନିବାର ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଦିଲ୍ଲୀ ସରକାରୀ ବିଦ୍ୟାଳୟର ଫାଟକରେ ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା…

ଧୂଳି ଉଡ଼େଇ ପର୍ଯ୍ୟଟକଙ୍କ ଗାଡ଼ିକୁ ଓଲଟାଇବାକୁ ଧାଇଁ ଆସିଥିଲା ହାତୀ: ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ‌ଦୌଡ଼ିଲେ ଲୋକେ

ନୂଆଦିଲ୍ଲୀ: ପର୍ଯ୍ୟଟକମାନେ ଚିଡ଼ିଆଖାନରେ ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିବାର ମଜା ନେବା ପାଇଁ ଜଙ୍ଗଲ ସଫାରି ବାଛି ଥାଆନ୍ତି। କିନ୍ତୁ ସମୟସମୟରେ ଏହି ଜଙ୍ଗଲ ସଫାରି ‌ବେଳେ ପର୍ଯ୍ୟଟକମାନେ ହିଂସ୍ରଜନ୍ତୁମାନଙ୍କ ଆକ୍ରମଣର ଶିକାର ହୋଇଥିବାର ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ…

କଂଗ୍ରେସ ସରକାର ଆସିଲେ ମହିଳାଙ୍କୁ ମାଲାମାଲ କରିଦେବୁ: କମଲନାଥ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଡା ପ୍ରତିଦ୍ବନ୍ଦୀ କମଲନାଥ ଏକ ବଡ଼ ଘୋଷଣା କରିଛନ୍ତି। ପିସିସି ମୁଖ୍ୟ କମଲ ନାଥ କହିଛନ୍ତି ଯେ ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ ତେବେ ମହିଳାମାନେ…

ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବ କି ପୁଲିସ ? ଇମ୍ରାନଙ୍କ ଲାହୋର ବାସଭବନରେ ପୁଲିସ ପହଞ୍ଚିବା ପରେ ଏମିତି ଚର୍ଚ୍ଚା ହେଉଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପୁଲିସ ଗିରଫ ପରୱାନା…

ବିମାନ ବନ୍ଦର ପାଇଖାନା ଭିତରୁ ଜବତ ହେଲା ୨ କୋଟିର ସୁନା ବିସ୍କୁଟ

ନୂଆଦିଲ୍ଲୀ : ଆଜି ଦିଲ୍ଲୀସ୍ଥିତି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ-୨ ଶୌଚାଳୟ ଭିତରୁ ୪ଟି ସୁନା ବିସ୍କୁଟ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। କଷ୍ଟମ୍‌ ଅଧିକାରୀମାନେ ଏହି ସୁନା ବିସ୍କୁଟ୍‌ ଜବତ…

ଦେଶ ଏବେ ଖରାପ ପରିସ୍ଥିତିରେ ଅଛି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ଟପୁଛନ୍ତି। ଦେଶ ଏବେ ବିପଦଜନକ ପରିସ୍ଥିତିରେ ଅଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଏପରି ହୋଇଛି ଯେ, ଯଦି ଦେଶର…

ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି: ଆପ

ନୂଆଦିଲ୍ଲୀ : ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି । ସିବିଆଇ ଅଧିକାରୀମାନେ ଚାହୁଁଛନ୍ତି ଯେ ସେ ଏକ ମିଥ୍ୟା ସ୍ୱୀକାରୋକ୍ତିରେ ଦସ୍ତଖତ କରନ୍ତୁ। ଏମିତ ଅଭିଯ୍ଗ…