Category: ଭକ୍ତି

ସ୍ନାନଯାତ୍ରା: ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରବିବାର ଦିନ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦିରୁ ସ୍ନାନବେଦିକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା…

ଦେବସ୍ନାନ ପୂର୍ଣ୍ଣମୀ: ଦିନ ୧୧.୨୦ରେ ସ୍ନାନ, ୨.୪୦ରେ ହାତୀବେଶ

ପୁରୀ : ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣମୀ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ। ୧୦୮କୁମ୍ଭ ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ପହଣ୍ଡି, ସ୍ନାନ ଓ ହାତୀବେଶ କରିବାକୁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି।…

ପାଞ୍ଜିକଥା: ତିଥିର କ୍ଷୟବୃଦ୍ଧି

ଗୋଟିଏ ମାସରେ ଦୁଇଟି ପକ୍ଷ ଓ ପ୍ରତ୍ୟେକ ପକ୍ଷରେ ୧୫ଟି ତିଥି ଥାଏ। କିନ୍ତୁ ବେଳେବେଳେ ପାଞ୍ଜିରେ କୌଣସି ତିଥି କ୍ଷୟ ବୋଲି ଲେଖାଥାଏ। ପୁଣି ଅନ୍ୟ କେତେବେଳେ ତିଥିର ବୃଦ୍ଧି ହୋଇ ତାହା ପରଦିନକୁ ଯାଇଥାଏ। ଏଭଳି କ୍ଷୟବୃଦ୍ଧି କାରଣରୁ…

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପ୍ରସ୍ତୁତି, ବାଜିବନି ଡିଜେ, ଗୋଟିଏ ସ୍ଥାନରେ ଫୁଟିବ ବାଣ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେ ବାଜିବ ନାହିଁ।…

ରଥଖଳା ଚଳଚଞ୍ଚଳ: ତିନି ରଥର ୨୫ ଚକ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ବୁଧବାର ଦିନ ୧୭ ଦିନରେ ପହଞ୍ଚିଛି। ୧୭ ଦିନ ଶେଷ ସୁଦ୍ଧା ତିନି ରଥର ୨୫ଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ବଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ…

ମହାପ୍ରଭୁଙ୍କ ଚନ୍ଦନଯାତର ପନ୍ତିଭୋଗ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଦୀର୍ଘତମ ଉତ୍ସବ ହେଉଛି ଚନ୍ଦନ ଯାତ୍ରା। ଏହା ‘ବାହାର ଚନ୍ଦନ’ ଓ ‘ଭିତର ଚନ୍ଦନ’ ଭାବରେ ଦୀର୍ଘ ୪୨ ଦିନ ଅନୁଷ୍ଠିତ ହୁଏ। ଅକ୍ଷୟ ତୃତୀୟାଠାରୁ ୨୧ ଦିନ ଧରି ବାହାର ଚନ୍ଦନ ମହୋତ୍ସବରେ…

ମଇ ୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡି ସାଇ ମନ୍ଦିର; ଭକ୍ତ ହେଲେ ନିରାଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗର-ମନମାଡ଼ ଜାତୀୟ ରାଜମାର୍ଗ ଶିରିଡିରେ ପ୍ରସିଦ୍ଧ ସାଇ ବାବାଙ୍କ ମନ୍ଦିର ରହିଛି। ସାଇ ବାବାଙ୍କ ମନ୍ଦିରରର ସୁରକ୍ଷା ଲାଗି କେନ୍ଦ୍ର ସରକାର ସିଆଇଏସ୍ଏଫ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ଏମିତି କି…

ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ, ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଛି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳାରେ ପହଞ୍ଚିବା ପରେ ସେଠାରେ ସୁନା…

ଅକ୍ଷୟ ତୃତୀୟା : ସର୍ବଶୁଭ ଦିନଟିଏ

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ…

ଶ୍ରୀରାମ ନବମୀରେ ଭଗବାନ ଶ୍ରୀରାମଙ୍କ ଆରାଧନା କଲେ କୋଟିଜନ୍ମର ପାପକ୍ଷୟ ହୁଏ

ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଭଗବାନ ଶ୍ରୀରାମ ହେଉଛନ୍ତି ପତିତପାବନ | ଶ୍ରୀରାମ ନବମୀରେ ପ୍ରଭୁଙ୍କ ଆରାଧନା କଲେ ଅନନ୍ତ ଜନ୍ମର ପାପ କ୍ଷୟଯାଏ |…