ରୁଷ୍ ବେଳାଭୂମିରେ ଡ୍ରୋନ୍ ଆକ୍ରମଣ, ୭ ମୃତ
ରୁଷ: ରୁଷର ବ୍ଲାକ୍ ସିର ଉପକୂଳରେ ଥିବା ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଗେଲେଣ୍ଡଜିକ୍ ନିକଟସ୍ଥ ଏକ ବେଳାଭୂମିରେ ରବିବାର ଦିନ ଡ୍ରୋନ୍ ଆକ୍ରମଣ ହୋଇଛି । ଯେଉଁଥିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ…
ରୁଷ: ରୁଷର ବ୍ଲାକ୍ ସିର ଉପକୂଳରେ ଥିବା ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଗେଲେଣ୍ଡଜିକ୍ ନିକଟସ୍ଥ ଏକ ବେଳାଭୂମିରେ ରବିବାର ଦିନ ଡ୍ରୋନ୍ ଆକ୍ରମଣ ହୋଇଛି । ଯେଉଁଥିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ…
ହରୟାଣା : ହରିୟାଣା ଫରିଦାବାଦରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ମୁଖାପିନ୍ଧା ଯୁବକ ୩୪ ଥର ଛୁରାମାଡ଼ କରି ହତ୍ୟା କରିଛି । ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ପୋଲିସ ୨୧ ବର୍ଷୀୟ ଅଭିଯୁକ୍ତ ଅମିତକୁ ଗିରଫ କରିଛି…
ନୋଏଡା: ଗ୍ରେଟର ନୋଏଡାର ଇକୋଟେକ୍-୩ରେ ଥିବା ଏକ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଜଣ ଆହତ ହୋଇଛନ୍ତି । କାନ୍ଥ ଏବଂ ବିମ୍ ଭୁଶୁଡ଼ି ପଡ଼ିବାରୁ ଏଭଳି ଦୁର୍ଘଟଣା…
ନୂଆଦିଲ୍ଳୀ: ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆଣାଯାଇଥିବା ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬କୁ ସୋମବାର ଲୋକସଭାରେ ବାଚନିକା ଭୋଟରେ ପାରିତ ହୋଇଛି। ବିଲଟିକୁ ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ…
ନୟାଗଡ଼: ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଅଧିକାରୀ (IIC) ସୁଜିତ କୁମାର ଦାସ ଶେଷରେ ଆତ୍ମସମର୍ପଣ କରିଛନ୍ତି। ଆଜି ସେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇ ନିଜକୁ ସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣ…
ଭୁବନେଶ୍ୱର : ୫ ଦିନ ପ୍ରବଳ ବର୍ଷା । ଆଜିଠାରୁ ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା…
ବ୍ରହ୍ମପୁର : ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍ ବାଣ୍ଟିଲେ…
ବାଂଶପାଳ: ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଓଲଟିଲା ବସ୍ । ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କାଳିଆହତାରୁ କେନ୍ଦୁଝର ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ବସଟି…
ବ୍ରହ୍ମଗିରି: ଚିଲିକାରେ ପଶିଲା ପ୍ରଥମ ବନ୍ୟା ଜଳ। ଚଳିତବର୍ଷର ପ୍ରଥମ ବନ୍ୟାଜଳ ଚିଲିକାରେ ପ୍ରବେଶ କରିଛି।ପୁରୀ ଜିଲ୍ଲା କଣାସ ବ୍ଲକ ବଡଗୋଠ ଦେଇ ବନ୍ୟା ଜଳ ଚିଲିକା ମଧ୍ୟକୁ ଯାଉଛି। ବଡ ଗୋଠରେ ତ୍ରିବେଣୀ ଘାଟରେ ଦୟା, ଭାର୍ଗବୀ ଓ ଲୁଣା…
ଭଦ୍ରକ: ବନ୍ଧୁକ ମୁନରେ ଲୁଟ୍ । ଆକୁଆ ରାମ ମାଛ ନେବା ବାହାନାରେ ଘରେ ପଶିଲେ। ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲଉଟି ନେଲେ ଲକ୍ଷାଧିକ ଟଙ୍କା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଜଗଦଳପୁର ପଞ୍ଚାୟତର ଜୁରାଗଡିଆ ଗ୍ରାମରେ…