ଏଣିକି ଅଦାଲତରେ AIରେ ହେବ କାମ, ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ଆସିଲା ବଡ ଖବର। ଏଣିକି ଦେଶର ବିଭିନ୍ନ କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ଉନ୍ନତ କରିବା ପାଇଁ ଏଆଇ ବ୍ୟବହାର କରାଯାଇପାରିବ। ସୁପ୍ରିମକୋର୍ଟର କୃତ୍ରିମ ବୁଦ୍ଧିମତ୍ତା କମିଟି “ଅଦାଲତରେ କୃତ୍ରିମ ବୁଦ୍ଧିମତ୍ତାର…