Author: iodishaadmin

ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭାରେ ବିଜେପି ଦେବ ୩ ପ୍ରାର୍ଥୀ। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି ୩ଜଣଙ୍କୁ ପ୍ରାର୍ଥୀ କରିବ। ଆସନ୍ତା ୫ ତାରିଖରେ ଏହି ୩ଜଣ ପ୍ରାର୍ଥୀ ନାମାଙ୍କନ…

କଂଗ୍ରେସ ବୈଠକରେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତ୍ତେଶ୍ୱର ହୋତା

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉଷ୍ମ ହେଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତ୍ତେଶ୍ୱର ହୋତା। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘନେଇଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ…

ବୃଦ୍ଧଙ୍କୁ ଦଳି ମାରିଲା ହାତୀ

ଭବାନୀପାଟଣା : କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ବାଗପୁର ଗାଁ ନିକଟରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗଣ୍ଠି ମାଝି(୬୫) ବୋଲି ଜଣାପଡିଛି। ବିଲକୁ କପା ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ…

ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ, ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ

ପୁରୀ : ଗତ 28 ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ । ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆରମହାସୁଆର ନିଯୋଗ । ସିଂହଦ୍ଵାର ସମ୍ମୁଖରେ ଆନ୍ଦୋଳନ ଚେତାବନୀ ଦେଲା ସୁଆରମହାସୁଆର ନିଯୋଗ । କ୍ଷତିପୂରଣ ସହ ନୀତି ବିଳମ୍ବରେ…

କେଜିଏ ସୁନା ଓ ୪ କେଜି ରୁପା ଅଳଙ୍କାର ଜବତ, ୪ ଗିରଫ

ଭଦ୍ରକ : ଭଦ୍ରକ ପୋଲିସ ହାତରେ ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗର ୪ ସଦସ୍ୟ । ଭଦ୍ରକ ସହର ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ପଶି ଲୁଟ କରନ୍ତି ।…

ସରିଲା ମାଟ୍ରିକ ପରୀକ୍ଷା, ୧୯ରୁ ଖାତାଦେଖା

କଟକ : ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା । ଆଜି ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି…

ତେଲେଙ୍ଗାନାରୁ ୧୫ ଦାଦନ ଶ୍ରମିକ ଉଦ୍ଧାର

ସୁବର୍ଣ୍ଣପୁର: ଦାସତ୍ବ ପ୍ରଥା ହଟିଛି ହେଲେ ହଟିନି ଦାଦନ ଶ୍ରମିକଙ୍କ ଦୁଃଖ । ଇଟାଭାଟିରେ ବନ୍ଧା ପଡି ବନ୍ଦୀ ଜୀବନ ଅତିବାହିତ କରୁଥିଲେ ୧୫ ଜଣ ଦାଦନ ଶ୍ରମିକ । ସମସ୍ତଙ୍କୁ ଉଦ୍ଧାର କରି ପରିବାରଙ୍କୁ ହସ୍ତାନ୍ତର କରିଛି ସୁବର୍ଣ୍ଣପୁର ପୋଲିସ…

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ କିଣିଲା ବିଜେପି

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ । ୧୬ ସେଟ୍ ଫର୍ମ କିଣିଲା ବିଜେପି । ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଫର୍ମ କିଣିଲେ ୪ ବିଜେପି ବିଧାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ଏହାପରେ ୪…

ହଷ୍ଟେଲରୁ ବେଆଇନ ସିମ୍ ବକ୍ସ ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ । ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ଅଞ୍ଚଳରେ ଚଢ଼ାଉ । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି: ଭୁବନେଶ୍ବର-ଦୁବାଇ ବିମାନ ସେବା ବାତିଲ

ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ କରାଯାଇଛି । ଏନେଇ ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍ । ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ…