Author: iodishaadmin

ଏଫ-୧୫ଇ: ବିମାନର ପାଇଲଟଙ୍କୁ ଉଦ୍ଧାର:ଟ୍ରମ୍ପ

ୱାଶିଂଟନ:ଆମେରିକା ଶେଷରେ ଦ୍ବିତୀୟ ପାଇଲଟଙ୍କୁ ଉଦ୍ଧାର କରିଛି । ଉଭୟ ପାଇଲଟଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ସୂଚନା ମିଳିଛି । ସ୍ପଷ୍ଟୀକରଣ କଲେ ରାଷ୍ଟ୍ରପତି ଟ୍ରମ୍ପ । ସୂଚନାନୁଯାୟୀ, ସାମରିକ ଅଭିଯାନ ସମୟରେ ଇରାନ ଏକ ଆମେରିକୀୟ ଏଫ-୧୫ଇ ବିମାନକୁ ଗୁଳି…

ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଯୋଜନାକୁ ନେଇ ମୋଦୀଙ୍କୁ ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ନେଇ ରବିବାର କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛି। ଏହି ପଦକ୍ଷେପ ବୃହତ୍ ଓ ଅଧିକ ଜନବହୁଳ ରାଜ୍ୟଗୁଡ଼ିକୁ ଅସମାନୁପାତିକ ଭାବେ ଲାଭାନ୍ବିତ କରିବ, ଯାହା ‘ଜନ ବିଭ୍ରାଟର ଅସ୍ତ୍ର…

ଦେଶର ୧୨ ପ୍ରମୁଖ ବନ୍ଦରରେ ୯୧୫ ନିୟୁତ ମାଲ୍‌ ପରିବହନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ୨୦୨୫-୨୬ ଆର୍ଥିକବର୍ଷରେ ମୋଟ ୯୧୫.୧୭ ନିୟୁତ ଟନ୍‌ ମାଲ୍‌ ପରିବହନ କରିଛନ୍ତି। ୯୦୪ ନିୟୁତ ଟନ୍‌ ମାଲ୍‌ ପରିବହନ ପାଇଁ ଲକ୍ଷ୍ୟ…

ଚେନ୍ନାଇରେ ପହଞ୍ଚିଲେ ଇରାନରେ ଫସିଥିବା ୩୦୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ

ଚେନ୍ନାଇ: ଇରାନରେ ଫସି ରହିଥିବା ୩୪୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆର୍ମେନିଆ ଦେଇ ଉଭୟ ସ୍ଥଳ ଓ ବିମାନ ଯାତ୍ରା କରି ଶନିବାର ସନ୍ଧ୍ୟାରେ ସୁରକ୍ଷିତ ଭାବେ ଚେନ୍ନାଇରେ ପହଞ୍ଚିଛନ୍ତି। ଅଧିକାଂଶ ତାମିଲନାଡୁ ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଏହି…

ତାମିଲନାଡ଼ୁ ବିଧାନସଭା ନିର୍ବାଚନ: ଭାଷାକୁ ନେଇ ରାଜନୀତି ତୀବ୍ର

ଚେନ୍ନାଇ: ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଷାକୁ ନେଇ ରାଜନୀତି ତୀବ୍ର ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରି-ଭାଷା ସୂତ୍ର ଓ ଜାତୀୟ ଶିକ୍ଷା…

୧୦ ଯାଏ ବଢ଼ିଲା ପ୍ରବେଶିକା ପରୀକ୍ଷା ପଞ୍ଜୀକରଣ

କଟକ: ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ରେଗୁଲାର କ୍ୟାଡରର ନିଯୁକ୍ତି ପାଇଁ ହେବାକୁ ଥିବା ଅନ୍‌ଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ)ର ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି। ଆଶାୟୀମାନେ ଆସନ୍ତା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ନିମନ୍ତେ…

ବିପୁଳ ବେଆଇନ୍ ବାଣ ଜବତ, ଦୁଇ ଅଟକ

ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ଗଚ୍ଛିତ ବେଆଇନ୍ ବାଣ ଜବତ, ୨ ବ୍ୟବସାୟୀ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ। ଡିଏନକେ ଓ ଯୁଭି ୩ ଡଙ୍ଗରୀଗୁଡ଼ାର ଦୁଇ ବ୍ୟବସାୟୀ ଙ୍କ ଘରେ ପୁଲିସ୍‌ ଚଢାଉ କରିଥିଲା…

ବନ୍ଧୁକ ମୁନରେ ଲୁଟିଲେ ୧୦ ଲକ୍ଷର ସୁନା !

ଜଳେଶ୍ବର: ବନ୍ଧୁକ ମୁନରେ ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ୍ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ବଜାରରେ । ଲକ୍ଷ୍ମୀ ଜୁଏଲାରୀ ମାଲିକ ଗଗନ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ଦୁର୍ବୁତ୍ତମାନେ ଗହଣା ଭର୍ତ୍ତି ବ୍ୟାଗ…

ଆଉ ଖୋଲାରେ ମିଳିବନି ଗ୍ୟାସ୍‌ !

ଭୁବନେଶ୍ଵର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏଲପିଜି ସଙ୍କଟ ଦେଖା ଦେଇଥିବା ବେଳେ ରାଜ୍ୟରେ ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ସରକାର। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

କୋରାପୁଟରେ ୪.୪ ତୀବ୍ରତାରେ ଭୂକମ୍ପ, ଘରୁ ବାହାରକୁ ଚାଲି ଆସିଲେ ଲୋକେ

କୋରାପୁଟ: କୋରାପୁଟ ଜିଲ୍ଲାରେ ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା…