Author: iodishaadmin

ଫୁଲମାଳାକୁ ବୋମା ଭାବି ଭୟରେ ଦୌଡିଲେ ଥାଲାପତି ବିଜୟ

ନୂଆଦିଲ୍ଲୀ: ଫୁଲ ମାଳକୁ ବୋମା ଭାବି ଭୟରେ ଦୌଡିଲେ ବିଜୟ। ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଜାରି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ସବୁ ଦଳ କ୍ୟାମ୍ପେନିଂରେ ଲାଗି ପଡିଛନ୍ତି। ଡିଏମକେ ଏବଂ ଏଆଇଏଡିଏମକେ ସହଯୋଗୀ…

କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବଡ଼ବିଲ୍ ରିଂ ରୋଡର କଲେ ଶିଳାନ୍ୟାସ

କେନ୍ଦୁଝର : କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ବଡ଼ବିଲ୍ ରିଂ ରୋଡ୍ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ୧୮.୩ କିଲୋମିଟର ବିଶିଷ୍ଟ ବଡ଼ବିଲ୍ ବାଇପାସ୍-କୁମ୍-ରିଂ ରୋଡ୍ ର…

ଜୁଲାଇ ୩ ରୁ ଅଗଷ୍ଟ ୨୮ ତାରିଖ ଯାଏ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ପବିତ୍ର ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨୮ ତାରିଖ ଯାଏ ୫୭ ଦିନ ଧରି ଚାଲିବ । ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଏହି ସୂଚନା ଦେଇଛନ୍ତି ।…

ସିମେଣ୍ଟ ମିକ୍ସର ସହ ଟାକ୍ସି ଧକ୍କା: ୧୦ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା । ଏକ ସେତୁ ଉପରେ ସିମେଣ୍ଟ ମିକ୍ସର ସହିତ ଏକ ଗାଡ଼ି ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଥାନେ ଜିଲ୍ଲା ମୁରୱାଡରେ କଲ୍ୟାଣ-ମୁରବାଡ ମାର୍ଗରେ ଦୁର୍ଘଟଣା…

ଭାରତର ଭବିଷ୍ୟତ ବଦଳାଇବ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏହା ଭାରତର ଭବିଷ୍ୟତ ବଦଳାଇବ । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ‘ନାରୀ ଶକ୍ତି ବନ୍ଦନ ସମ୍ମିଳନୀ’କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ବେତନ ବଢାଇବା ଦାବିରେ ଆନ୍ଦୋଳନ, ପୋଲିସ ଗାଡ଼ି ଭାଙ୍ଗିଲେ କମ୍ପାନୀ କର୍ମଚାରୀ

ଗ୍ରେଟର ନୋଏଡା : ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ଫେଜ ୨ରେ କମ୍ପାନୀ କର୍ମଚାରୀଙ୍କୁ ବେତନ ବଢାଇବା ଦାବିକୁ ନେଇ ବିରୋଧ ପ୍ରଶ୍ନ କରାଯାଉଛି । ରାସ୍ତାକୁ ଶହଶହ ଶ୍ରମିକ ଓହ୍ଲାଇ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ସକାଳୁ ସକାଳୁ ଶ୍ରମିକ ପ୍ରଦର୍ଶନ…

ମହାଦେବ ମନ୍ଦିରକୁ ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଚାପିଦେଲା ଟ୍ରକ, ୭ ମୃତ

ଗୁଜରାଟ : ଗୁଜରାଟ ସୁରେନ୍ଦ୍ରନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣ ଲୋକଙ୍କ ପ୍ରାଣ ଚାଲିଯାଇଛି । ଏକ ଟ୍ରକ ଦ୍ରୁତଗତିରେ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଏମାନେ ରାଜକୋଟର ଗଢକା ଗାଁରୁ ଡେକାୱାଲା ସ୍ଥିତ ମହାଦେବ ମନ୍ଦିରକୁ…

ହରମୁଜ ପ୍ରଣାଳୀକୁ ଅବରୋଧ କରିବ ଆମେରିକା

ନୂଆଦିଲ୍ଲୀ: ସମୁଦ୍ରରେ ସୃଷ୍ଟି ହେବ ମରଣଯନ୍ତା । ହରମୁଜ ପ୍ରଣାଳୀରେ ଆମେରିକା ନୌସେନାର ଅବରୋଧ । ପୁଣିଯୁଦ୍ଧ ପରିସ୍ଥିତି ସୃଷ୍ଟି । ଶାନ୍ତି ଆଲୋଚନା ବିଫଳ ହେବା ପରେ ଆରମ୍ଭ ହୋଇଛି ଛକାପଞ୍ଝା । ଆଜିଠୁ ସମୁଦ୍ରରେ ଇରାନକୁ ଘେରିବ ଆମେରିକା।…

ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬କୁ ସ୍ୱୀକୃତି ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ଵର:ଓଡ଼ିଶାରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ-୨୦୨୬। ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ପରେ…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ, ୧୦୭ ଧାରାରେ ନୋଟିସ୍ ଜାରି

ସମ୍ବଲପୁର: କାଲି ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର । ଶାନ୍ତିଭଙ୍ଗ ଆଶଙ୍କାରେ ସହରର ବିଭିନ୍ନ ଥାନା ପକ୍ଷରୁ ୧୦୭ ଧାରାରେ ଏକାଧିକ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ସୁରକ୍ଷା ପାଇଁ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ…