Author: iodishaadmin

ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ, ୨ ପ୍ରତିଶତ ବଢିଲା ଡିଏ

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ବଢ଼ିଲା ଡିଏ । ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା । କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା…

ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ : ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ପଞ୍ଜିକରଣ କରିସାରିଛନ୍ତି । ଅଫଲାଇନ୍ ପଞ୍ଜିକରଣ ଆରମ୍ଭ ହେବାର ପ୍ରଥମ ଦିନରେ, ୨,୭୧୩ ଜଣ ପଞ୍ଜିକରଣ ରେକର୍ଡ…

ପୁଣେ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ହାର୍ଡ ଲ୍ୟାଣ୍ଡିଂ, ଅନେକ ଉଡାଣ ବାତିଲ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁଣେ ଏୟାରପୋର୍ଟରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି । ଶୁକ୍ରବାର ଏହା ଭାରତୀୟ ବାୟୁସେନାର ଏକ ବିମାନର ହାର୍ଡ ଲ୍ୟାଣ୍ଡିଂ କରିଛି । ଯାହା ରନୱେକୁ କ୍ଷତି ପହଞ୍ଚାଇଛି । ଫଳରେ ସମସ୍ତ ବିମାନ ଚଳାଚଳ…

ଆସନ୍ତା ସୋମବାର ଆମେରିକା-ଇରାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା ସୋମବାର ବଡ଼ ବୈଠକ । ପାକିସ୍ତାନରେ ଆମେରିକା-ଇରାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଇସଲାମାବାଦରେ ହେବ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା । ଇରାନ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆଲୋଚନାକୁ…

ଖୁଡିକୁ ଠେଙ୍ଗାରେ ପିଟି ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ ପୁତୁରା

ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଘଟଗାଁ ଥାନା ରୁଢ଼ିଆପଡା ଗ୍ରାମ ଖଡିବେଡା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁତୁରା ବିଦ୍ୟାଧର ମହାନ୍ତ(୫୬)ଙ୍କ ଆକାଶିଆ କାଠ ଠେଙ୍ଗା ମାଡରେ ଖୁଡ଼ି ସ୍ବର୍ଗତ ରାଜୁ ମହାନ୍ତଙ୍କ ପତ୍ନୀ କୌଶଲ୍ୟା ମହାନ୍ତ ମହାନ୍ତ(୫୮)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ…

ନିର୍ମାଣ ହେବ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ, ରାଜସ୍ଵ ବିଭାଗର ନୂଆ ଏସ୍‌ଓପି

ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜସ୍ଵ ବିଭାଗ ନୂଆ ଏସ୍‌ଓପି ପ୍ରସ୍ତୁତ କରିଛି। ଅଧିକ ଖରା ହେଉଥିବା ସ୍ଥାନରେ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ ନିର୍ମାଣ ହେବ। ସକାଳ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍‌…

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା

ସୁନ୍ଦରଗଡ଼ : ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ର ତଳସରା ଥାନା ଡମକୁଡା ଗ୍ରାମରେ ଘଟିଛି। ଘରୋଇ କଳିରୁ ନିଜ ସ୍ତ୍ରୀର ମୁଣ୍ଡରେ ପଥର ଛେଚି ହତ୍ୟା କରିଛି ସ୍ୱାମୀ। ମିଳିଥିବା…

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି। ସମ୍ବଲପୁର ଜିଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ ଟା ସମୟରେ କାମକୁ ଯାଇଥିଲେ।…

୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ହେବ JSW-POSCO ପ୍ଲାଣ୍ଟ ନିର୍ମାଣ

ଭୁବନେଶ୍ୱର : ଓଡ଼ିଶାରେ ହେବ JSW-POSCO ପ୍ଲାଣ୍ଟ । ୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ଷ୍ଟିଲ ପ୍ଲାଣ୍ଟ ହେବ ନିର୍ମାଣ । ଷ୍ଟିଲ ପ୍ଲାଣ୍ଟ ନେଇ JSW ଓ POSCO ମଧ୍ୟରେ ହୋଇଥିବା ଚୁକ୍ତିକୁ ଜେଏସଡବ୍ଲ୍ୟୁ ଷ୍ଟିଲ ବୋର୍ଡ ଆନୁଷ୍ଠାନିକ ଭାବେ…

୫୦ ଲକ୍ଷ ଟଙ୍କା ନ ଦେଲେ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ

ପିପିଲି : ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସହ ଶୈବ ପୀଠକୁ ବୋମା ପକାଇ ଉଡାଇ ଦେବାକୁ ଧମକ l ଫୋନ୍ ପେ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପଠାଇବାକୁ ମନ୍ଦିର ସେବାୟତଙ୍କୁ ଧମକ ଦେଇଛନ୍ତି ଜଣେ ମହିଳା…