Author: iodishaadmin

IRS ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

ନୂଆଦିଲ୍ଲୀ : ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା । ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା । ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି । ପୋଲିସ ତଦନ୍ତ ଜାରି…

ଭାରତ ଆସୁଥିବା ଜାହାଜକୁ ଗୁଳିମାଡ଼ ସହ ଜବତ କରି ନେଲା ଇରାନ ସେନା

ନୂଆଦିଲ୍ଲୀ : ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦୁଇଟି ଜାହାଜ ଉପରେ ଗୁଳିମାଡ଼ କରିବା ସହିତ ନିଜ କବଜା କରିଛି । ଏଥିରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା ବୋଲି ଜଣାପଡିଛି । ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା…

ଲୁଫଥାନ୍ସା ଏୟାରଲାଇନର ୨୦ ହଜାର ବିମାନ ବାତିଲ

ନୂଆଦିଲ୍ଲୀ : ଜର୍ମାନୀର ସବୁଠୁ ବଡ଼ ଏୟାରଲାଇନ କମ୍ପାନୀ ଲୁଫଥାନ୍ସା ଅକ୍ଟୋବର ଯାଏଁ ୨୦ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବିମାନର ଇନ୍ଧନ ଦାମ୍ ବଢୁଥିବା ଯୋଗୁଁ ଏୟାରଲାଇନ୍ କମ୍ପାନୀ ଏଭଳି ନିଷ୍କତ୍ତି ନେଇଛି…

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବାୟୁସେନାର ଲଢୁଆ ବିମାନ କରିବ ଟଚ୍ ଆଣ୍ଡ ଗୋ ଅଭ୍ୟାସ

ଉତ୍ତରପ୍ରଦେଶ : ସୁଲତାନପୁରର ଆରବଳୀ-କିରି କରୱତ ସ୍ଥିତ ଏୟାରଷ୍ଟ୍ରିପରେ ଆଜିଠାରୁ ବାୟୁସେନାର ଦୁଇ ଦିବସୀୟ ସ୍ବତନ୍ତ୍ର ଅଭ୍ୟାସ ଆରମ୍ଭ ହେବ । ଅପରାହ୍ନ ୨ଟାରୁ ଆରମ୍ଭ ହେବ ଅଭ୍ୟାସ । ଭାରତୀୟ ବାୟୁସେନାର ଲଢୁଆ ବିମାନ ଏକ୍ସପ୍ରେସ-ୱେକୁ ବିକଳ୍ପ ରନୱେ ଭାବେ…

ଖୋଲିଲା ବାବା କେଦାରନାଥଙ୍କ କପାଟ

ଉତ୍ତରାଖଣ୍ଡ : ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ଦ୍ୱାର ଖୋଲିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ…

ବଢ଼ିଲା ଅସ୍ତ୍ରବିରତି ଅବଧି, ବିମାନ ଆକ୍ରମଣ ଓ ମିସାଇଲ ମାଡ଼ ବନ୍ଦ

ନୂଆଦିଲ୍ଲୀ: ବଢ଼ିଲା ଅସ୍ତ୍ର ବିରତି ସମୟ ସୀମା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରବିରତି ସମୟ ସୀମା ବଢ଼ାଇଲେ ଡୋନାଲ୍ଡ ଟ୍ରମ୍ପ । ଇରାନ ସହିତ ଚାଲିଥିବା ଅସ୍ତ୍ରବିରତି ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇଛନ୍ତି । ଆଜି ସନ୍ଧ୍ୟାରେ ଶେଷ…

କଳାହାଣ୍ଡି ଜିଲ୍ଲା କାରାଗାରରୁ କଏଦୀ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪…

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର: ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି। ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା ଏକ…

ଡିସେମ୍ବର ୧୩ରେ ପୁରୀ କୋଷ୍ଟାଲ ମାରାଥନ, ବିଜେତାଙ୍କୁ ମିଳିବ କୋଟିଏ ଟଙ୍କାର ପୁରସ୍କାର ରାଶି

ପୁରୀ : ପୁରୀ କୋଷ୍ଟାଲ ମାରାଥନ ବିଜେତାଙ୍କୁ ମିଳିବ ଏକକୋଟିର ପୁରସ୍କାର ରାଶି । ଆସନ୍ତା ଡିସେମ୍ବର ୧୩ ତାରିଖ ଦ୍ୱିତୀୟ ରବିବାରରେ ଅନୁଷ୍ଠିତ ହେବ କୋଷ୍ଟାଲ ମାରାଥନ। ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ସହଯୋଗରେ ପୁରୀ କୋଷ୍ଟାଲ ମାରାଥନ…

ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖାଯାଇ ୩ ଜିଲ୍ଲାରେ ବଢିଲା ସ୍କୁଲ ଛୁଟି ଅବଧି । ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି । ତାତି ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି…