ବନ୍ଧା ହେଲା ନକଲି ପୋଲିସ, ପରିଚୟପତ୍ର ଜବତ କରି ପଚରା ଉଚରା ଜାରି
ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ…
ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ…
ଉଦଳା: ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଦମୟନ୍ତୀ ବାରିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।…
ଭଦ୍ରକ: ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା…
ବିନିକା: ହତ୍ୟା ନା ଜୀବନହାରିବା । ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ର ଏକ ବରଗଛ ଡାଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।…
ଭୁବନେଶ୍ୱର: ଟ୍ୱିନସିଟିରେ ମେଟ୍ରୋ ଚାଲିବାକୁ ନେଇ ଦେଖାଯାଇଥିବା ସ୍ୱପ୍ନ ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ୁଥିବା ବେଳେ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟୋକ୍ତି ରାଜ୍ୟର ବିଜେପି…
ତାମିଲନାଡୁ : ତାମିଲନାଡ଼ୁରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ରାଜ୍ୟପାଳଙ୍କୁ ଭେଟି ସରକାର କଂଗ୍ରେସ ସହ ଟିଭିକେ ମିଶି ସରକାର ଗଠନ ପାଇଁ…
ଚଣ୍ଡିଗଡ଼: ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଜାବରେ ତିନି ଘଣ୍ଟା ମଧ୍ୟରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି। ଅମୃତସର ଏବଂ ଜଳନ୍ଧରରେ ଘଟିଥିବା ବିସ୍ଫୋରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅମୃତସରର ଖାସା ଆର୍ମି କ୍ୟାଣ୍ଟନମେଣ୍ଟ ଅଞ୍ଚଳର ବାହାରେ ବିଳମ୍ବିତ ରାତିରେ…
ମୁମ୍ବାଇ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ୭ ମଇକୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ରନଓେ୍ବରେ ପ୍ରି-ମନସୁନ୍ ମେଣ୍ଟେନାନ୍ସ କାମ କରାଯିବ । ଏୟାରପୋର୍ଟ ପ୍ରଶାସନ ମୁତାବକ, ଗୁରୁବାର ସକାଳ ୧୧ଟାରୁ…
ତେହରାନ : ଇରାନର ରାଜଧାନୀ ତେହରାନ ନିକଟରେ ଥିବା ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।…
ନୂଆଦିଲ୍ଲୀ : ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧…