Author: iodishaadmin

କପା ଉପରେ ୧୧ % ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ତାମିଲନାଡୁ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏକ ଅପିଲ୍ କରିଛନ୍ତି । କପା ଉପରେ ୧୧ ପ୍ରତିଶତ ଆମଦାନୀ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । କପା ସାମଗ୍ରୀର…

ପ୍ରଧାନମନ୍ତ୍ରୀଙ୍କ ୬ ଦିନିଆ ବିଦେଶ ଗସ୍ତ, ୫ଟି ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ସହ ମଜବୁତ ହେବ ସଂପର୍କ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬ ଦିନିଆ ବିଦେଶ ଗସ୍ତରେ ରହିଛନ୍ତି । ୫ଟି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ବଡ଼ କୂଟନୈତିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ…

ଜୁନ ୨୧ରେ NEET-UG ୨୦୨୬ ପରୀକ୍ଷା

ନୂଆଦିଲ୍ଲୀ : NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ, NEET (UG) 2026…

ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଯାତ୍ରୀଙ୍କ ଜୀବନ

ନ୍ୟୁ ମେକ୍ସିକୋ: ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟରେ ଏକ ଛୋଟ ମେଡିକାଲ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାଟି ରୁଇଡୋସୋ ଅଞ୍ଚଳ ବାହାରେ…

ଜମି କେଳେଙ୍କାରୀ ମାମଲା: କୋଲକାତାର ପୂର୍ବତନ ଡିସିପି ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କ୍ଷମତାର ଗତି ପରିବର୍ତ୍ତନ ହେବା ସହିତ, ଯେଉଁମାନେ ପୂର୍ବରୁ ନିଜକୁ ଆଇନଠାରୁ ଉପରେ ଭାବୁଥିଲେ ସେମାନଙ୍କ ଉପରେ ଆଇନ କଠୋର କରିବାକୁ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାହାଣ ହାତ କୁହାଯାଉଥିବା ପୂର୍ବତନ କୋଲକାତା ପୋଲିସ…

ବନ୍ଧା ହେଲେ ଭଦ୍ରକ କାଡ଼ା କନିଷ୍ଠ ଯନ୍ତ୍ରୀ, ୨ ବହୁତଳ ପ୍ରାସାଦ ଓ ୭ ଦାମୀ ପ୍ଲଟ ଠାବ

ଭଦ୍ରକ : ବନ୍ଧା ହେଲେ ଭଦ୍ରକ କାଡ଼ା କନିଷ୍ଠ ଯନ୍ତ୍ରୀ । ଭଦ୍ରକ କାଡା ଡିଭିଜନ ଜୁନିଅର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ପୂର୍ବ ଶତ୍ରୁତାକୁ ନେଇ ପୁଣି ରାଜଧାନୀରେ ବୁଲିଲା ଖଣ୍ଡା । ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଧଉଳି ଥାନା ନୂଆଗାଁ ଅଞ୍ଚଳରେ…

ରାଜ୍ୟରେ ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଏହା ୨୦୨୬ ଜାନୁଆରୀ…

ମେ’ ୨୬ରେ କେରଳ ଛୁଇଁବ ମୌସୁମୀ !

ଭୁବନେଶ୍ୱର : ଏଥର ଶୀଘ୍ର ଆସିବ ମୌସୁମୀ । ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ…

ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଅଧାବାଟରେ ଚାଲିଗଲା ରୋଗୀର ଜୀବନ !

କଟକ : ରାଜ୍ୟରେ ସାଂଘାତିକ ହୋଇଛି ତୈଳ ସଙ୍କଟ । ବିଭିନ୍ନ ସ୍ଥାନରେ ହାହାକାର ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ବ୍ରିଜ୍ ମଝିରେ ତେଲ ସରିଯିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା…