ପ୍ରେମିକାକୁ ହତ୍ୟା ଅଭିଯୋଗ, ବନ୍ଧା ହେଲା ପ୍ରେମିକ
ସମ୍ବଲପୁର : ପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବୁନ୍ଦୁକାମାଲର ଅଭିଯୁକ୍ତ ପ୍ରେମିକ ଅନୁଜ ଲୁଗୁନ ଗିରଫ । ଗଡ଼ପୋଷ ଫାଣ୍ଡି ଦେଉରୀପଡ଼ାର ଲିଲିମା ଭେଙ୍ଗରାଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ହତ୍ୟା ମାମଲାର…
ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ
ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ । ଅଳାଁ ବେଢାକୁ ଚଢି ପୂଜାର୍ଚ୍ଚନା କଲେ ଯୁବକ । ଯୁବକଙ୍କୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ । ଦୀର୍ଘ ସମୟର ହାଇଡ୍ରାମା ପରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା । ଯୁବକଙ୍କ…
ଘରେ ପଶିଲା ବନ୍ୟା ପାଣି, ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବାସୁଦେପୁର : ଚାଷ ଗଲା, ବାସ ବି ଗଲା। ୪ ଥର ବନ୍ୟା ପାଣି ଆସି ସବୁ ବୁଡାଇ ଦେଲା। ବାସହରା କଲାଣି ବହୁ ପରିବାରକୁ। ପାଣି ନିଷ୍କାସନ ପଥକୁ ଅବରୋଧ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପାଣି ନିଷ୍କାସନ…
୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଆରଆଇ
ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା…
ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ସତର୍କତା ଅବଲମ୍ବନ କରିବାକୁ ଆଇଏମଡିର ପରାମର୍ଶ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୦ଟି ଜିଲ୍ଲାକୁ ଏକ ସତର୍କ ସୂଚନା ଜାରି କରିଛି।ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ସକାଳେ ଜାରି ହୋଇଥିବା ସତର୍କତା ଅନୁଯାୟୀ,…
ଛିନତାଇ ବେଳେ ବାଇକରୁ ଖସିପଡ଼ିଲା ଲୁଟେରା, କାବୁ କଲେ ଲୋକେ…
ଭୁବନେଶ୍ୱର : ଲୁଟ୍ କରୁଥିଲେ, ଗଳି ପଡ଼ିଲେ । ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ । ବାଇକରୁ ଖସି ପଡ଼ିଲା ଲୁଟେରା । ଭୁବନେଶ୍ବର ଏମ୍ସ ହସ୍ପିଟାଲ ସମ୍ମୁଖରେ ଘଟଣା ଘଟିଛି । ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେଇ…
ବିମାନ ଟିକେଟ ମହଙ୍ଗା ନେଇ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା, ଧାର୍ଯ୍ୟ ନିୟମ ପାଳନ କରିନପାରିଲେ ଉଡ଼ାଣ ବନ୍ଦ କର
ନୂଆଦିଲ୍ଲୀ : ପର୍ବପର୍ବାଣୀ ଏବଂ ଛୁଟି ସମୟରେ ବିମାନ ଟିକେଟ ଦାମ୍ ମହଙ୍ଗା ହେବା ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଏବଂ ସନ୍ଦୀପ ମେହତାଙ୍କ ପୀଠ କହିଛି କି, ଯଦି ଏୟାରଲାଇନ୍ସ ଧାର୍ଯ୍ୟ ନିୟମ…
ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର: ଆସନ୍ତା କାଲି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
ଯାଜପୁର: ରାଜ୍ୟରେ ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ କାରଣରୁ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ…
ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା, ବସୁନ୍ଧରା ଏବଂ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ବ
ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମୋର୍ଚ୍ଚାର ସଭାପତି ପର୍ଯ୍ୟନ୍ତ ସାଂଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ ହୋଇଛି । ନିତିନ…
ବିରାଜ ପ୍ରୋଫାଇଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ଅନେକ ଶ୍ରମିକ ଆହତ
ମହାରାଷ୍ଟ୍ର : ପାଲଘରର ବୋଇସର ଏମଆଇଡିସିରେ ଭଙ୍କର ବିସ୍ଫୋରଣ । ବୋଇସର ତାରାପୁର ଏମଆଇଡିସି ସ୍ଥିତ ବିରାଜ ପ୍ରୋଫାଇଲ କମ୍ପାନୀରେ ବିସ୍ଫୋରଣ ହୋଇଛି । ପ୍ରାଥମିକ ସୂଚନା ମୁତାବକ, ଉତ୍ପାଦନ ବନ୍ଦ ରହିଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଅନେକ…