ପଞ୍ଜାବର ମୋଗା ଜିଲ୍ଲାରେ ଲୁଚିଛି କି ଅମୃତପାଲ୍ ?
ଚଣ୍ଡିଗଡ଼ : ଫେରାର ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ପଞ୍ଜାବର ମୋଗା ଜିଲ୍ଲାରେ ଲୁଚି ରହିଥିବା ଅନୁମାନ କରାଯାଉଛି । ସେ ଲୁଚି ରହିଥିବା ନେଇ ପୁଲିସକୁ ସୂତ୍ରରୁ ସୂଚନା ମିଳିଛି। ଏହାପରେ ମୋଗାରେ ପୁଲିସର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି…
ପୁଣି ଡରାଇଲା କରୋନା! କୋଭିଡ୍ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ସଂପ୍ରତି ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଭାରତରେ ୧,୧୩୪ ନୂଆ…
ବିଲକିସ୍ ବାନୋଙ୍କ ପାଇଁ ନ୍ୟାୟ ଆଶା ଉଜ୍ଜଳ: ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ସୁପ୍ରିମକୋର୍ଟ ରାଜି
ନୂଆଦିଲ୍ଲୀ : ୨୦୦୨ରେ ଗୁଜରାଟର ଗୋଧ୍ରା ଦଙ୍ଗା ସମୟରେ ଗ୍ୟାଙ୍ଗରେପ୍ର ଶିକାର ହୋଇଥିବା ବିଲକିସ୍ ବାନୋଙ୍କ ପାଇଁ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ଶେଷରେ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପୂର୍ବରୁ ସେହି ସୁପ୍ରିମକୋର୍ଟରୁ ନିରାଶ ହୋଇଥିବା ବିଲକିସ୍ ବାନୋଙ୍କ ପାଇଁ…
ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟକା, ଲୋକେ ଭୟଭୀତ
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଝଟକା ସାମାନ୍ୟ ଥିଲେ ବି ଦ୍ବିତୀୟଥର ଭୂମିକମ୍ପ ଝଟକା ପାଇ ଦିଲ୍ଲୀବାସୀ ଭୟଭୀତ ହୋଇଯାଇଛନ୍ତି। ଘର ଭିତରୁ ଲୋକେ ବାହାରକୁ ବାହାରି ଚାଲି ଆସିଥିଲେ। ଏଥିରେ କାହାରି କିଛି କ୍ଷତି…
ଦୋଷୀକୁ ସୁଧାରିବାର ସବୁବାଟ ବନ୍ଦହେଲେ ଫାଶୀ ଦଣ୍ଡ ଦିଆଯିବା କଥା
ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଜଣେ ଦୋଷୀକୁ ସେତେବେଳେ ଫାଶୀ ଦଣ୍ଡ ଦିଆଯିବା କଥା ଯେତେବେଳେ ସେହି ଦୋଷୀକୁ ସୁଧାରିବାର ସମସ୍ତ ଆଶା ସରିଯିବ |…
ହାଇଦ୍ରାବାଦରେ ନବନିର୍ମିତ ଭବନରେ କାର୍ଯ୍ୟାରମ୍ଭ କଲା ଆମେରିକୀୟ କନ୍ସୁଲେଟ୍
ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍ସୁଲେଟ୍ ଜେନେରାଲ୍ ନାନାକରମଗୁଡ଼ାସ୍ଥିତ ନବନିର୍ମିତ ସୌଧରେ କାର୍ଯ୍ୟର ଶୁଭାରମ୍ଭ କରିଛି। ଦକ୍ଷିଣ-ପୂର୍ବ ଏସିଆର ଏହା ସର୍ବବୃହତ ଆମେରିକୀୟ କନସୁଲେଟ୍ କାର୍ଯ୍ୟାଳୟ ବୋଲି ସୂଚନା ରହିଛି। ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍ସୁଲ୍ ଜେନେରାଲ୍ ଜେନିଫର୍ ଲାର୍ସନ୍ କହିଛନ୍ତି,…
ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାରଦିନ ରାଷ୍ଟ୍ରପତି ଭବନଠାରେ ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏଥର…
ରେଳ ଷ୍ଟେସନରେ ପର୍ଣ୍ଣ କ୍ଲିପ୍ ପ୍ରସାରଣ ଘଟଣା, ଏଜେନ୍ସି ସହ ଚୁକ୍ତି ବାତିଲ
ପାଟନା : ପାଟନା ରେଳ ଷ୍ଟେସନରେ ଟେଲିଭିଜନ ପରଦାରେ ପ୍ରାୟ ୩ ମିନିଟ୍ ଧରି ଏକ ପର୍ଣ୍ଣ କ୍ଲିପ୍ ପ୍ରସାରିତ ହେବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାର ୨ ଦିନ ପରେ ଭାରତୀୟ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ…
ଜେଲରୁ ଗଡକରୀଙ୍କ ଅଫିସକୁ ଆସିଲା ଧମକପୂର୍ଣ୍ଣ କଲ୍, ମାଗିଲା ୧୦ କୋଟିର ବଟି
ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ ଅଫିସକୁ ଆସିଛି ଧମକପୂର୍ଣ୍ଣ କଲ। କର୍ଣ୍ଣାଟକାର ବେଲାଗାଭି ଜେଲରେ ରହିଥିବା ଜୟେଶ ପୂଜାରୀ ଏପରି କଲ କରିବା ସହ ବଟି ଦେବାକୁ କହିଛି। ପୂର୍ବରୁ ସେ ଜାନୁଆରୀ…
ନକଲି ରେଡ୍ରେ ସାମିଲ ଥିବା ୩ ଜଣ ଜିଏସ୍ଟି ଇନ୍ସପେକ୍ଟର ଚାକିରିରୁ ବିଦା
ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଛି ବଡ଼ ଘଟଣା। ରାଜ୍ୟର ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ବିଭାଗର ମୁଖ୍ୟ ରାଜୀବ ମିତ୍ତଳ ବଡ଼ ପଦକ୍ଷେପ ନେଇଛନ୍ତି। ସେ ନକଲି ରେଡ୍ରେ ସାମିଲ ଥିବା ୩ ଜଣ ଜିଏସ୍ଟି ଇନ୍ସପେକ୍ଟରକୁ ଚାକିରିରୁ ବିଦା…