Spread the love

ଭୁବନେଶ୍ୱର : ଖୁଵଶୀଘ୍ର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ। ଏନେଇ ଅନୁଧ୍ୟାନ କରୁଛନ୍ତି ସରକାର। ଖୁଵଶୀଘ୍ର ନିଆଯିବ ନିଷ୍ପତ୍ତି। ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ନିକଟରେ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ 11.25 ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲା କ୍ୟାବିନେଟ। ମେଡିକାଲ ଏବଂ ବୈଷୟିକ ଶିକ୍ଷାରେ ଓବିସି ମାନଙ୍କୁ ସଂରକ୍ଷଣ ଦେବାକୁ ଦାବି ହୋଇ ଆସୁଛି। ତେବେ ଖୁଵଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ହେଵ ବୋଲି କହିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ।

Leave a Reply

Your email address will not be published. Required fields are marked *