
ସେହିପରି ପଶ୍ଚିମବଙ୍ଗ ପାଇଁ ମଙ୍ଗଳ ପାଣ୍ଡେ, ଅମିତ ମାଲବୀୟ ଓ ଆଶା ଲକଡାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଉତ୍ତରାଖଣ୍ଡ ପାଇଁ ଦୁଷ୍ୟନ୍ତ ଗୌତମ, ତାମିଲନାଡୁ ପାଇଁ ଅରବିନ୍ଦ ମେନନ ଓ ସୁଧାକର ରେଡ୍ଡୀ, ସିକିମ ପାଇଁ ଦିଲ୍ଲୀପ ଜୟସ୍ବାଲ, ପଞ୍ଜାବ ପାଇଁ ବିଜୟ ରୁପାଣି ଓ ନରିନ୍ଦର ସିଂହ, ମଧ୍ୟପ୍ରଦେଶ ପାଇଁ ମହେନ୍ଦ୍ର ସିଂହ ଓ ସତୀଶ ଉପାଧ୍ୟାୟ, କେରଳ ପାଇଁ ପ୍ରକାଶ ଜାଭଡେକର, କର୍ଣ୍ଣାଟକ ପାଇଁ ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡୀ, ହିମାଚଳପ୍ରଦେଶ ପାଇଁ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ, ହରିୟାଣା ପାଇଁ ବିପ୍ଳବ ଦେବ ଓ ସୁରେନ୍ଦ୍ର ନାଗରଙ୍କୁ ପ୍ରଭାରୀ, ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି |