
ବଳଭଦ୍ରଙ୍କ ଏପରି ବୟାନ ଦଳରେ ଥିବା ଅନେକ ଟାଣୁଆ ନେତାଙ୍କ ମନ କଥାକୁ ସାମ୍ନାକୁ ଆଣିଥିଲେ। ଯେଉଁମାନେ କି ଆଗାମୀ ଦିନରେ ଆହୁରି ପାୱାରଫୁଲ ହେବାକୁ ଚାହୁଁଛନ୍ତି ସତ କିନ୍ତୁ ଦଳରେ ସେମାନଙ୍କୁ ଅଣଦେଖା କରାଯାଉଛି। ତେବେ ଶଙ୍ଖ ଦଳରେ ଓ ପରେ ହାତ ଦଳରେ ବଳଭଦ୍ର ମାଝୀଙ୍କୁ କିପରି ଦାୟିତ୍ଵ ମିଳୁଛି ତାହା ସମୟ ହିଁ କହିବ।