
30/3/22 ରାତି ସାଢ଼େ 12 ଟା ସମୟରେ ଠିକା ସଂସ୍ଥାର ସୁପର ଭାଇଜର ରାଜେଶ କୁମାର ପଣ୍ଡାଙ୍କୁ ଏକ ଧୂର୍ମୁଷ ସାହାର୍ଯ୍ୟରେ ଆକ୍ରମଣ କରିଥିଲେ ପତାଞ୍ଜଳି ଦୋକାନର ମାଲିକ ମାଧବ ପାଢ଼ୀ। ଏନେଇ ବାଲେଶ୍ଵର ଟାଉନ ଥାନା ରେ କେସ ନମ୍ବର 67/22 ରେ 302 ipc ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ଅରବିନ୍ଦ ସିଂହ ଓ ଅସୋଷିଏଟ୍ ପବ୍ଲିକ ପ୍ରସିକ୍ୟୁଟର ପ୍ରହଲ୍ଲାଦ ପତି ।