ଉଭୟ ଆହତ ଅବସ୍ଥାରେ ଆସିକା ମେଡିକାଲ ରେ ଭର୍ତି ହୋଇଛନ୍ତି । ଘରର ବକେୟା କରଜକୁ କେନ୍ଦ୍ରକରି ଉଭୟ ବାପା ଚିତ୍ରସେନ ଓ ପୁଅ ଉତ୍ତମ ବିଶ୍ୱାଳଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପୁଅ, ଏକ ଟାଙ୍ଗିଆ ସାହାଯ୍ୟରେ ବାପାକୁ ଆକ୍ରମଣ କରିଥିଲା । ତେବେ ଉଭୟ ଆହତ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡିଛି ।