Spread the love ବୌଦ୍ଧ : ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି ବିସ୍ଫୋରଣ ହୋଇଥିବା ବୌଦ୍ଧ ଏସପି ରାଜପ୍ରସାଦଙ୍କ ସୂଚନା । Post navigation Post navigation ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ, ଲୁଟି ନେଲେ ୯୦ ହଜାର ଟଙ୍କା ମୃତ ବୋଲି ଘୋଷଣା ହୋଇଥିବା ଦିଲ୍ଲୀପ ଜୀବିତ!
ବୌଦ୍ଧ : ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି ବିସ୍ଫୋରଣ ହୋଇଥିବା ବୌଦ୍ଧ ଏସପି ରାଜପ୍ରସାଦଙ୍କ ସୂଚନା । Post navigation