Spread the love କେନ୍ଦୁଝର : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଟାଉନ ଥାନା ପୁରୁଣା ବଜାର ଫିସରି ଅଫିସ୍ ନିକଟରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ୯୦ ହଜାର ଟଙ୍କା ସହ ଏକ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଯୁବକ ହେଲେ ଭଟସାହିର ମହମ୍ମଦ ଲତିଫ୍ କୁରେସି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବକଙ୍କ ମାଆ । ପୂର୍ବରୁ ମହମ୍ମଦ ଲତିଫଙ୍କୁ ଯୁବକମାନେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। Post navigation Post navigation ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ: ୩ ଯବାନ ଗୁରୁତର
କେନ୍ଦୁଝର : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଟାଉନ ଥାନା ପୁରୁଣା ବଜାର ଫିସରି ଅଫିସ୍ ନିକଟରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ୯୦ ହଜାର ଟଙ୍କା ସହ ଏକ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଯୁବକ ହେଲେ ଭଟସାହିର ମହମ୍ମଦ ଲତିଫ୍ କୁରେସି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବକଙ୍କ ମାଆ । ପୂର୍ବରୁ ମହମ୍ମଦ ଲତିଫଙ୍କୁ ଯୁବକମାନେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। Post navigation