ଏହି ଗଣନା କାର୍ଯ୍ୟକ୍ରମ ଦେଶୀ ଡଙ୍ଗା ସାହାଯ୍ୟରେ କରାଯିବ । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡକୁ ଲାଗିଥିବା ଆଠଗଡ଼, ମହାନଦୀ, ଆଠମଲ୍ଲିକ ବନଖଣ୍ଡରେ ଗଣନା ହେବ । ଏଥିପାଇଁ ମହାନଦୀରେ ମାଛ ମାରିବା ଓ ବୋଟିଂ ନିଷେଧ କରାଯାଇଛି ।