Spread the love

 

bolagada

ବୋଲଗଡ  : ବୋଲଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲଦାରଙ୍କ ମନମୂଖୀ କାର୍ଯ୍ୟକଳାପ ବିରୋଧ କରି ଆମରଣ ଅନଶନରେ ବସିଛନ୍ତି ବୋଲଗଡର ନରେନ୍ଦ୍ର କୁମାର ସାହୁ। ନରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ପୂର୍ବପୁରୁଷ ଯାଗାରେ ସେ ଘର କରି ରହି ଆସୁଥିବା ବେଳେ ଏବେ ସ୍ଥାନୀୟ ତହସିଲଦାର ତାଙ୍କ ଘରକୁ ରାସ୍ତା ଥିବା ସରକାରୀ ରାସ୍ତାରେ ତାରବାଡ ପକାଇ ଅବରୋଧ କରିଛନ୍ତି । ଏ ନେଇ ତହସିଲଦାରଙ୍କୁ ତାରବାଡ ହଟାଇବାକୁ ଅନୁରୋଧ କରି ବିଫଳ ହେବାରୁ ଆଜି ଆମରଣ ଅନଶନରେ ବସିଛନ୍ତି ।

 

Leave a Reply

Your email address will not be published. Required fields are marked *