ବାଲେଶ୍ଵର: ବାଲେଶ୍ଵର FM ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ କାରଣରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ବର୍ତ୍ତମାନ ନିଆଁକୁ ସମ୍ପୁର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି ।