
ସୂଚନା ଯୋଗ୍ୟ ଗତ ୨୮ ତାରିଖରେ ମହିଳା ଜଣକ ହରିଣ ପାର୍କ ନିକଟରେ ମହାନଦୀ ପାଣି ଭିତରକୁ ଯାଉଥିବା ସମୟରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରିଥିଲେ । ସେତେବେଳେ ସେ ଗାଧୋଇବା ପାଇଁ ଆସିଛି ବୋଲି କହିଥିଲେ। ଖବର ପାଇ ବିଡାନାସି ଥାନା ପୋଲିସ ମହିଳାଙ୍କୁ ନେଇ ମଧୁସୂଦନ ନଗରଠାରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏବେ ପୁଣି ଠାରେ ମହିଳା ଜଣଙ୍କ ମହାନଦୀକୁ ଦେଇ ପ୍ରାଣ ହରାଇଛନ୍ତି ।
Post Views: 6