Spread the love

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ପୋଲିସ ।  ମହଙ୍ଗା ପଡିଲା ଖଣ୍ଡା ବୁଲାଇବା ।  ଧରାପଡ଼ିଲା ହାର୍ଡକୋର କ୍ରିମିନାଲ ।  ଦୁର୍ଦ୍ଦାନ୍ତ ଅପରାଧି ବାପି ସ୍ବାଇଁ ଗିରଫ। ବୁଦ୍ଧ ବିହାର ଖଣ୍ଡା ବୁଲା ଘଟଣାରେ ଗିରଫ କଲା ପୋଲିସ୍ । ୧୦ରୁ ଅଧିକ ମାମଲାରେ ଅଭିଯୁକ୍ତ ଅଛି। ଦୁଇଟି ଖଣ୍ଡା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।  ଆଉ ଜଣେ ଅଭିଯୁକ୍ତ ଏବେ ଫେରାର ଅଛି।

ଗତବର୍ଷ ହୋଲି ସମୟରେ ମଧ୍ୟ ହଣାକଟାରେ ସେ ସାମିଲ ଥିଲା। ବାପି ବାରୋଧରେ ଲାଗିବ କଠୋର ଦଫା। ଖୁବଶୀଘ୍ର ତା ଫ୍ଲାଟକୁ ସିଲ କରିବ ପୋଲିସ୍। ଆଗକୁ ପାର୍ବଣ ଥିବାରୁ ପୂଜା ସମୟରେ ଅପରାଧିଙ୍କ ଆତଙ୍କ ଏଡାଇବାକୁ ଆକ୍ସନ ଆରମ୍ଭ କରିଛି ପୋଲିସ। ବିଭିନ୍ନ ଥାନା ଅଞ୍ଚଳରେ ପେସାଗତ ଅପରାଧିଙ୍କୁ ଉଠାଇ ଆଣୁଛି ପୋଲିସ।

Leave a Reply

Your email address will not be published. Required fields are marked *