Spread the love

ଅନୁଗୋଳ : ଅନୁଗୋଳରୁ ନକଲି ପୁଲିସ ଅଟକ ।  ଏସପି ଅଫିସ ସମ୍ମୁଖରେ ଘୁରି ବୁଲୁଥିବା ବେଳେ ସନ୍ଦେହ ହେବାରୁ ମାଡ଼ି ବସିଲା ଅନୁଗୋଳ ଟାଉନ୍ ଥାନା ପୁଲିସ । କନଷ୍ଟେବଳ ପୋଷାକରେ ଥିଲେ, ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ଆଜି ଅପରାହ୍ନରେ ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ତାଙ୍କ ହାବଭାବରୁ ସନ୍ଦେହ ହେବାରୁ ତାଙ୍କୁ ଟାଉନ ଥାନା ପୁଲିସ ପଚରାଉଚୁରା କରିଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରେ ଓଡ଼ିଶା ପୁଲିସ ସିକ୍ୟୁରିଟିର ନକଲି ଜଏନିଂ ଲେଟର ଥିଲା । ଅଟକ ଥିବା ବ୍ୟକ୍ତି ଜଣଙ୍କ ହେଲେ ଛେଣ୍ଡିପଦା ଅଞ୍ଚଳର ରବି ନାରାୟଣ ବେହେରା ।

Leave a Reply

Your email address will not be published. Required fields are marked *