Spread the love

ଭୁବନେଶ୍ୱର : ସତସଙ୍ଗ ବିହାର ଛକରେ ଘଟିଛି ଭୟାନକ ଘଟଣା। ଚୋରି ମାମଲାରେ ଅଭିଯୋଗ କରିବାରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ।

ସୂଚନା ଅନୁସାରେ ମହିଳା ଜଣକ ସତସଙ୍ଗ ବିହାର ଛକରେ ମକା ଦୋକାନ କରିଛନ୍ତି।
ଏକ ଚୋରି ମାମଲାକୁ ନେଇ ପୋଲିସ କେସ ଦେବାରୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ରହିଛି। ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ସହିଦ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *