Month: June 2026

ପିକ୍ଅପ୍-ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୧୫ ଗୁରୁତର

ପଞ୍ଜାବ : ପଞ୍ଜାବ ଫିରୋଜପୁର ଫାଜିଲ୍କା ରୋଡରେ ଟ୍ରକ ଏବଂ ପିକଅପ୍ ଧକ୍କା ହେବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ…

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ

ନୂଆଦିଲ୍ଲୀ:ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ପୋଲିସର ହାଇ-ଆଲର୍ଟ ଘୋଷଣା।। ଦେଶର…

କୁଏତ ଉପରେ ଇରାନର ମିସାଇଲ ଓ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଉତ୍ତେଜନା । ଆଜି ଭୋରରୁ କୁଏତବାସୀ ଆଖି ଖୋଲିବା ପୂର୍ବରୁ ପୁଣି ବଡ଼ ବିପଦର ସାମ୍ନା କରିଛନ୍ତି । କୁଏତ ଆକାଶରେ ଇରାନର ଶକ୍ତିଶାଳୀ ମିସାଇଲ୍ ଏବଂ ଡ୍ରୋନ୍ ବାହିନୀ ପୁଣି ଥରେ…

ଉଦଘାଟନର ୧୭ଦିନ ପରେ ବି ଖୋଲୁନି ରବି ମଣ୍ଡି ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ନୂଆପଡା : ନୂଆପଡ଼ା ଜିଲ୍ଲାରେ ଜିଲାରେ ଗତ ମେ ମାସ ୨୦ତାରିଖରୁ ରବି ମଣ୍ଡି ଉଦ୍ଘାଟନ ହୋଇ ଥିଲେ ମଧ୍ୟ ଆଜକୁ ୧୭ଦିନ ପରେ ମଧ୍ୟ ଜିଲ୍ଲାରେ କୌଣସି ମଣ୍ଡି ଖୋଲି ପାରି ନାହିଁ।ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା…

ଜେଲରୁ ଫେରି ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା

ଭୁବନେଶ୍ୱର : ଜେଲରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା। ରାଜସ୍ୱ ବିଭାଗର ଉପ ସଚିବ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୨୧ ବ୍ୟାଚର ଏହି ଆଇଏଏସ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।…

ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢା ଅନୁଧ୍ୟାନ କଲା ଏଏସଆଇ

ଗୋପ : ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଐତିହ୍ୟ ଓ କୀର୍ତ୍ତିରାଜି ସଂପନ୍ନ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ଏଏସଆଇ ଡିଜି ୟଦୁବୀର ସିଂ ରାଓ୍ବତ ଶନିବାର ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।…

ଚାକିରି ଦେବା ଆଳରେ ନାବାଳିକାକୁ ଦୁଷ୍କର୍ମ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଚାକିରୀ ଦେବା ନାମରେ ବାହାର ରାଜ୍ୟକୁ ପଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ପୁଲିସ ମୁଖ୍ୟ ଦଲାଲ ସହ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ…

ଧାର କରଜକୁ ନେଇ ଜୀବନ ହାରିଲେ ବାପ-ପୁଅ

ବାଣପୁର : ଖୋର୍ଦ୍ଧା ଜିଲ୍ଳା ବାଣପୁର ଥାନା କେଶପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଧାର ଉଧାରକୁ କେନ୍ଦ୍ର କରି ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ପରେ ଉଭୟଙ୍କ ଆତ୍ମହତ୍ୟା। ଶେଷରେ ଗୋଟିଏ ଜୁଇରେ ଜଳିଲେ ବାପା-ପୁଅ। ମୃତକ…

ଜୁନ୍ ୩୦ ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତି

ଭୁବନେଶ୍ବର : ବୋର୍ଡ ଏବଂ ନିଗମରେ ଅଧ୍ୟକ୍ଷ ପଦ ଖାଲି ରହିଛି । ଏହି ପଦ ପୂରଣ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି। ନୂଆ ସରକାର ଆସିବା ପରେ…

ତାଣ୍ଡବ ରଚିଲା କାଳବୈଶାଖୀ, ଟ୍ରେଡ୍ ଫେୟାରରେ ୨୦୦ ରୁ ଅଧିକ ଷ୍ଟଲ କ୍ଷତିଗ୍ରସ୍ତ

ଭୁବନେଶ୍ବର : ଭୁବନେଶ୍ବର ଜନତା ମୈଦାନରେ ବ୍ୟାପକ ଧ୍ବଂସଲୀଳା କରିଛି କାଳବୈଶାଖୀ। ଛାରଖାର ହୋଇ ଯାଇଛି ଟ୍ରେଡ୍ ଫେୟାର । ଜନତା ମୈଦାନରେ ଚାଲିଥିବା ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼। ମେଳା ପରିସରରେ ଲାଗିଥିବା ଅନେକ ଷ୍ଟଲ କ୍ଷତିଗ୍ରସ୍ତ…