Month: November 2025

ପାରାଦୀପ ବନ୍ଦରରେ ଜାହାଜରେ ଲାଗିଲା ନିଆଁ

ପାରାଦୀପ: ଜାହାଜରେ ଲାଗିଲା ନିଆଁ । ପାରାଦୀପ ବନ୍ଦରରେ ଅଘଟଣ । ଲୋଡିଂ ବେଳେ ଜାହାଜରେ ଲାଗିଲା ନିଆଁ । ଇକୋ କୋଲୋନେଲ ଜାହାଜରେ ନିଆଁ । ନିଆଁ ଲାଗି ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗତକାଲି ବିଳମ୍ବିତ ରାତିରେ…

୩୩ ୱାରେଣ୍ଟଙ୍କୁ ପଳାତକ ଘୋଷଣା କଲା କଟକ ଜିଲ୍ଲା ପୋଲିସ

କଟକ: କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଛି । ସମ୍ପୃକ୍ତ ୩୩ ଜଣଙ୍କ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚିଛନ୍ତି ।…

ଆତ୍ମସମର୍ପଣ କଲେ ୧୫ ମାଓବାଦୀ

ମୁମ୍ବାଇ: ଦିନକୁ ଦିନ ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। ଆଇଏମ୍‌ଏମ୍‌ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ସମସ୍ତଙ୍କ ମୁଣ୍ଡରେ ମୋଟ…

ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି ପ୍ରସିଦ୍ଧ…

ହଂକଂ ଅଗ୍ନିକାଣ୍ଡରେ ୧୨୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ହଂକଂ: ଚୀନର ହଂକଂ​‌େ​‌ର ଘଟିଥିବା ଅଗ୍ନିକାଣ୍ଡର ମୃତ୍ୟୁସଂଖ୍ୟା ଶୁକ୍ରବାର ୧୨୮କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ଣରେ ହଂକଂର ତାଇ ପୋ ଜିଲାରେ ୭ଟି ବଡବଡ ଆପାର୍ଟମେଣ୍ଟରେ ଏକକାଳୀନ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଆପାର୍ଟମେଣ୍ଟଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦର ପୁନଃବିଚାର କରାଯିବ: ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଓ ବଦଳି ଲାଗି ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନଃବିଚାର କରାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ତା’ ସ୍ଥାନରେ ନ୍ୟାସନାଲ…

୬୨ ବର୍ଷ ବୟସରେ ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ : ବାହା ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ପଦବୀରେ ଥାଇ ବିବାହ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ । ଆନ୍ଥୋନୀ ଆଲବାନିଜ ୬୨ ବର୍ଷ ବୟସରେ ବିବାହ କରିଛନ୍ତି । ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୪୫ ବର୍ଷିୟା…

ଶ୍ରୀଲଙ୍କା ପରେ ଭାରତକୁ ମାଡ଼ି ଆସୁଛି ଡିଟୱା, ପ୍ରଭାବିତ ହେବ ୩ ରାଜ୍ୟ !

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ଶ୍ରୀହୀନ କରି ଭାରତ ମୁହାଁ ହୋଇଛି ବାତ୍ୟା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଡିଟୱା । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଆଜି…

ଏୟାରବସ୍ A320 ଫ୍ୟାମିଲି ବିମାନରେ ଯାନ୍ତ୍ରିକ ତ୍ରୁଟି, ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ : ଦେଶର ବିମାନଯାତ୍ରୀଙ୍କ ପାଇଁ ବଡ଼ ଖବର । ଗମ୍ଭୀର ବୈଷୟିକ ତ୍ରୁଟି ଯୋଗୁଁ ସାରା ବିଶ୍ବରେ ଏୟାରବସ୍ A320 ଫ୍ୟାମିଲି ବିମାନଗୁଡିକୁ ବ୍ୟାପକ ସପ୍ଟୱେର୍ ଏବଂ ହାର୍ଡୱେର ଅପଗ୍ରେଡ୍ ପାଇଁ ବନ୍ଦ କରାଯାଉଛି । ଯାହା ଏୟାରବସ୍ A320…

‘ଇମ୍ରାନ ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର’

ପାକିସ୍ତାନ : ବାପା ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ କାଶିମ ଖାନ୍ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏପରି ଅପିଲ କରିଛନ୍ତି । ଦୀର୍ଘ ୮୪୫ ଦିନ…