ବଣ୍ଡା ଘାଟି ଗସ୍ତ କଲେ ରାଜ୍ୟପାଳ, ସୀତାକୁଣ୍ଡ ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି । ବଣ୍ଡା ଘାଟିରେ ଥିବା ଆବାସିକ ଛାତ୍ରୀ ବିଦ୍ୟାଳୟ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା ପରେ ଛାତ୍ରୀମାନେ ରକ୍ତ ହୀନତା ଶିକାର ହେଉଥିବା ଏବଂ ଦୃଷ୍ଟି…