୧୧୪ ନୂଆ ରାଫେଲ କିଣିବା ପାଇଁ ବାୟୁସେନାର ଭାରତ ସରକାରଙ୍କୁ ପ୍ରସ୍ତାବ
ଦିଲ୍ଲୀ : ଭାରତୀୟ ବାୟୁସେନା ଏହି ସପ୍ତାହରେ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ରିପୋର୍ଟ ଆସିଛି ଯେ ଭାରତ ମଧ୍ୟ ରୁଷର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ Su-୫୭ ଉପରେ…