ଭାରତ ସହ ସମ୍ପର୍କ ସୁଧାରିବାକୁ ବ୍ୟାକୁଳ ଟ୍ରମ୍ପ, ବାଣିଜ୍ୟିକ ରାଜିନାମା ପାଇଁ ହେବ ଆଲୋଚନା
ଭାରତକୁ ଅକଳରେ ପକାଇବାକୁ ଆମେରିକାର ଅପଚେଷ୍ଟା ବିଫଳ ହେବା ପରେ ଏବେ ସମ୍ପର୍କ ସୁଧାରିବାକୁ ଛଟପଟ ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏସସିଓ ସମ୍ମିଳନୀରେ ଭାରତ-ଚୀନ-ରୁଷ ଗୋଟିଏ ମଞ୍ଚରେ ଏକାଠି ହେବା ପରେ ଟ୍ରମ୍ପଙ୍କ ନିଦ ହଜିଯାଇଛି। ସେବେଠାରୁ ସେ ପ୍ରଧାନମନ୍ତ୍ରୀ…