Month: August 2025

ସର୍ପାଘାତରେ ଚାଲିଗଲା ୪ ଜୀବନ

ଭୁବନେଶ୍ୱର : ଗୋଟିଏ ରାତିରେ ସାପ କାମୁଡ଼ାରେ ଚାଲିଗଲା ୪ ଜୀବନ । ଆନନ୍ଦପୁର ବ୍ଲକ ରାଧିକାଦେଇପୁରରେ ସାପ କାମୁଡ଼ାରେ ମାଆ-ପୁଅ ମୃତ । ଶୋଇଥିବାବେଳେ ଭିତରକୁ ଏକ ସାପ ପଶି ଆସି ଦୁଇ ଜଣଙ୍କୁ କାମୁଡି ଦେଇଥିଲା । ସେହିପରି…

ପାରିବାରିକ କଳହରୁ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ, ପୋଲିସ କଲା ଉଦ୍ଧାର

ମୋହନା: ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ପାରିବାରିକ କଳହକୁ କେନ୍ଦ୍ର କରି ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପହଞ୍ଚି ଯୁବକୁ ଉଦ୍ଧାର କରିଛି। ଅଡ଼ବା…

ବ୍ରହ୍ମପୁରରେ ‘ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର: ଆଜି ବିଶ୍ଵ ହସ୍ତୀ ଦିବସ ଅବସରରେ, ବ୍ରହ୍ମପୁର ସ୍ଥିତ ‘ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ’ ପରିସରରେ ଏକ ‘ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ’ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟର ‘ଡ଼. ଏପିଜେ ଅବଦୁଲ…

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ରାଜନୈତିକ ବିବାଦ ଜୋର ଧରିଲା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ…

ଖାଦ୍ୟ ପ୍ୟାକେଟରେ ବାହାରିଲା ସାପ, ଥାନାରେ ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଜାଡଚାର୍ଲା ମ୍ୟୁନିସିପାଲିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ମହିଳା ସ୍ଥାନୀୟ ବେକେରୀରୁ କିଣିଥିବା କରି ପ୍ୟାକେଟ ଖାଦ୍ୟରେ ଏକ ଛୋଟ ସାପ ଦେଖି ଆତଙ୍କିତ ହୋଇଛନ୍ତି। ଏହି ଘଟଣା ପରେ ବେକେରୀ ବିରୋଧରେ ପୁଲିସରେ…

ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ; ଏସଏଲଆର ରାଇଫଲ ଜବତ

ଝାଡଖଣ୍ଡ:ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୋଇଲକେରା ଥାନା ଅଞ୍ଚଳର ସୌତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଉଭୟ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ, ଜଣେ ନକ୍ସଲଙ୍କ ମୃତଦେହ…

ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା କଣ୍ଟେନର, ୧୦ ମୃତ

ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୨୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୯ ସୈନିକ ମୃତ

ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ୱାଶୁକ…

ଭାରତକୁ ପାକିସ୍ତାନର ଧମକ, ସିନ୍ଧୁ ନଦୀ ପାଣି ବନ୍ଦ କଲେ ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ପାଣି ପାଇଁ ବିଳିବିଳି ହେଉଛି ପାକିସ୍ତାନ । ଭାରତକୁ ପୁଣି ପାକିସ୍ତାନର ଧମକ । ସିନ୍ଧୁ ନଦୀ ପାଣି ବନ୍ଦ କଲେ ଭୟଙ୍କର ହେବ ପରିଣାମ । ଏଭଳି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । ପାକିସ୍ତାନ…

ଜୌନପୁରରେ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା ୫ ଜୀବନ

ଜୌନପୁର : ଜୌନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁଘର୍ଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ବସ୍ ଏବଂ ଟ୍ରକ୍ ଧକ୍କାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର…