Month: July 2025

ପୁଣି ନିଷ୍କ୍ରିୟ ହେଲା ଭୁଲ୍‌ବଶତଃ ସକ୍ରିୟ ହୋଇ ଯାଇଥିବା ପାକିସ୍ତାନୀ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପ୍ରତିଶୋଧମୂଳକ କାର୍ଯ୍ୟ ଭାବେ କେତୋଟି ପାକିସ୍ତାନୀ ଚ୍ୟାନେଲ୍‌ ଓ ସୋସିଆଲ୍‌ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ। ତେବେ ସେଗୁଡ଼ିକୁ ଗତକାଲି ପୁଣି ଥରେ ସକ୍ରିୟ ହୋଇଥିବାର ଦେଖିବାକୁ ମିଳିଥିଲା। ଆକାଉଣ୍ଟ୍‌ଗୁଡ଼ିକୁ ସକ୍ରିୟ ହେବାର…

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ : ଓଏଏସ ସଂଘ

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ । ଆକ୍ରମଣ ପ୍ରଚ୍ଛଦପଟ୍ଟରେ ଯିଏ ଅଛି ତାଙ୍କର ଗିରଫ ଜରୁରୀ । ମାସ ମାସ ଧରି ତଦନ୍ତ ଚାଲିଲେ ହେବ ନାହିଁ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଟିଟିଲାଗଡ: ଭିଜିଲାନ୍ସ ଜାଲରେ ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ। ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି। ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ସ୍ଥାନରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ…

BMC ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : BMC ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । BMC ଅଫିସ ଭିତରେ ଅସୁସ୍ଥ ହେଲେ ଅତିରିକ୍ତ କମିଶନର । ନିଜ ଚାମ୍ବରରେ ବସିଥିବା ବେଳେ ତଳେ ପଡ଼ିଗଲେ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ରତ୍ନାକର…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ : ୩ ରଥର ଦକ୍ଷିଣ ମୋଡ

ପୁରୀ ୨।୭: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି । ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ…

ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ: କହିଲେ, ରଥଯାତ୍ରାକୁ ନେଇ କରାଯାଉଛି ରାଜନୀତି

ଭୁବନେଶ୍ଵର: ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ। ରଥଯାତ୍ରା ପ୍ରସତଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି ସେମାନେ ଅଧିକ କଥା…

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ପ୍ରଥମ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜମ୍ମୁ ବେସ୍ କ୍ୟାମ୍ପରେ ପୂଜାର୍ଚ୍ଚନା ପରେ ଯାତ୍ରାର ଶୁଭାରମ୍ଭ ହୋଇଛି । ‘ହରହର ମହାଦେବ’ ଓ…

ସରକାରଙ୍କ କଥା ରଖିଲା ଓଆରଏସ୍‌ ସଂଘ, କେବଳ ରଥ ଓ ବନ୍ୟା ଡ୍ୟୁଟିରେ ଯୋଗଦେବେ

ଭୁବନେଶ୍ୱର: ଓଏଏସ୍‌ ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇ ଛୁଟିରେ ଥିବା ଓଆରଏସ୍‌ ସଂଘ ଆନ୍ଦୋଳନରୁ ଓହ୍ଲାଇଛି।ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥ, ବନ୍ୟା ଡ୍ୟୁଟିରେ ଯୋଗଦାନ ନେଇ ସମ୍ମତି ଦେଇଛି ସଂଘ। ବୈଠକ ପରେ ନିଷ୍ପତ୍ତି ନେଇ ଅବଗତ କରାଇଛି ସଂଘ।…

୧୮ ହଜାର ଡେଟୋନେଟର ଓଡ଼ିଶା- ଝାଡ଼ଖଣ୍ଡ ସୀମାରୁ ଜବତ କଲେ ସୁରକ୍ଷାବାହିନୀ

ରାଉରକେଲା : ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ସୁରକ୍ଷାବାହିନୀ । ଜବତ ହେଲା ୧୮ ହଜାର ଡେଟୋନେଟର । ସୁରକ୍ଷାବାହିନୀ ଦ୍ବାରା ୧୮ହଜାର ଡେଟୋନେଟର ଜବତ ହୋଇଛି । ଓଡ଼ିଶା- ଝାଡ଼ଖଣ୍ଡ ସୀମା ଜରେଇକେଲା ଥାନା ସରଣ୍ଡା ଜଙ୍ଗଲରୁ ଜବତ…

ହିମାଚଳରେ ପ୍ରକୃତିର ତାଣ୍ଡବ: ଗଲାଣି ୧୦ରୁ ଅଧିକ ଜୀବନ, ଏବେବି ଅନେକ ନିଖୋଜ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଆଇଏମଡି ପକ୍ଷରୁ ୧୦ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲାଗୁଡିକ ହେଲା ଗ୍ବାଲିୟର, ଭିନ୍ଦ୍‌, ମୋରେନା, ସିଓପୁର, ଉମାରିଆ, ଡିଣ୍ଡୋରି, କଟ୍‌ନୀ, ଦାତିଆ, ମାଣ୍ଡ୍‌ଲା ଏବଂ ପାନ୍ନା। ଆସନ୍ତା…