Month: June 2025

ନିଜ ଛୋଟ ଅଭିଜ୍ଞତାକୁ ନେଇ କାମ କରିବେ କହିଲେ ପୁରୀ ଏସପି ପିନାକ ମିଶ୍ର

ପୁରୀ: ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ କ୍ରମରେ ପୁରୀର ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର। ଦାୟିତ୍ୱ ନେବା ପରେ ସେ ନିଜର ପ୍ରତିକ୍ରିୟା…

ପୁରୀ ଅଘଟଣ ଏକ ଗମ୍ଭୀର ଚେତାବନୀ”: ରାହୁଲ ଗାନ୍ଧୀ କହିଲେ, ଦାୟିତ୍ୱରେ ତ୍ରୁଟି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: ଯମୁନୋତ୍ରୀ ରାଜପଥ ବନ୍ଦ, ଚାରିଧାମ ଯାତ୍ରା ସ୍ଥଗିତ

ବଡ଼କୋଟ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ଏହି ସମୟରେ ଯମୁନୋତ୍ରୀ ଜାତୀୟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା…

ଅରବିନ୍ଦ ଅଗ୍ରୱାଲଙ୍କ ହାତରେ ରଥଯାତ୍ରା ପରିଚାଳନା ଭାର

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଡ଼ ପରିଚାଳନାରେ ବିଫଳତା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ…

ଜଳକା ନଦୀର କରାଳ ରୂପ: ବନ୍ୟା ଆଶଙ୍କାରେ ଥରହର ବସ୍ତା ଓ ସଦର ବ୍ଲକର ୧୩ ପଞ୍ଚାୟତ

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ଫୁଲିବାରେ ଲାଗିଛି। ମଥାନୀଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକମାନେ ବନ୍ୟା ଆଶଙ୍କାରେ…

ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି: ୱାକଫ ବିଲକୁ ନେଇ କେନ୍ଦ୍ର ଉପରେ ତେଜସ୍ୱୀଙ୍କ ଶାଣିତ ଆକ୍ରମଣ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, “ଏହି ଦେଶ କାହା ବାପାର ନୁହେଁ, ଏହା ଆମ ସମସ୍ତଙ୍କ ହିନ୍ଦୁସ୍ଥାନ।” ପାଟନାର ଗାନ୍ଧୀ ମଇଦାନରେ ‘ଇମାରତ-ଏ-ଶରିଆ’ ପକ୍ଷରୁ ଆୟୋଜିତ ‘ୱାକଫ…

ପୁରୀ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ, ଏସ୍‌ପି ବଦଳି ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ…

“ଏହା ସରକାରଙ୍କ ଚରମ ଉଦାସୀନତାର ପରିଣାମ”: ପୁରୀ ଦୁର୍ଘଟଣା ନେଇ ବର୍ତ୍ତମାନର ସରକାରଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ରଥଯାତ୍ରା ପରିଚାଳନାରେ ସରକାରଙ୍କ ଚରମ ଉଦାସୀନତା ଓ ପ୍ରଶାସନିକ ବିଫଳତା ଯୋଗୁଁ ଏଭଳି ଦୁଃଖଦ ଘଟଣା…

ପୁରୀ ଅଘଟଣ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୁଃଖ ପ୍ରକାଶ, ମନ୍ତ୍ରୀ ମାନିଲେ ଅବହେଳା

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ପରେ ସରକାରୀ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ, ଆଇନମନ୍ତ୍ରୀ ପୃଥ୍ୱୀରାଜ…

ରାଜଧାନୀରେ ମଶାଙ୍କ ରାଜ୍: ଜୁନ୍‌ ମାସରେ ଡେଙ୍ଗୁ ମାମଲାରେ ବଡ଼ ଲମ୍ଫ

ଭୁବନେଶ୍ୱର: ମୌସୁମୀ ଆଗମନ ସହ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଶହେ ମୁହାଁ ହୋଇଥିବା ବେଳେ କେବଳ ଜୁନ୍ ମାସରେ ହିଁ ସର୍ବାଧିକ ମାମଲା ଚିହ୍ନଟ ହୋଇଛି,…