Month: June 2025

ମାଓବାଦୀଙ୍କ ଆଇଡି ବିସ୍ପୋରଣରେ ଯବାନ ସହିଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ପୋରଣ କରିଛନ୍ତି । ଆଇଡି ବିସ୍ପୋରଣରେ ଜଣେ ଯବାନ ସହିଦ…

ଯାଜପୁରରେ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ସିଲ୍‌ ହେଲା

ଯାଜପୁର,୧୪।୬: ଯାଜପୁର ରୋଡ଼ରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଖାଦ୍ୟ ନିରାପତ୍ତା ବିଭାଗ ଓ ବ୍ୟାସନଗର ତହସିଲ ପ୍ରଶାସନ ପୌର ପ୍ରଶାସନର ଏକ ଟିମ୍‌ ବିଭିନ୍ନ ହୋଟେଲ ଓ…

ଯାଜପୁରରେ ଡାଇରିଆ-ହଇଜା: ସ୍ଥିତି ପରଖିବେ ୧୪ଜଣିଆ କେନ୍ଦ୍ରୀୟ ଟିମ୍‌

ଯାଜପୁର/ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ପରେ ହଇଜା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଜିଲ୍ଲାରେ ଡାଇରିଆର ବ୍ୟାପିବାର କାରଣ ହଇଜା (କଲେରା) ଜୀବାଣୁ ହୋଇଥାଏ ବୋଲି ମଧ୍ୟ…

ଅହମଦାବାଦ ବିମାନ ଦୁର୍ଘଟଣା, କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠିତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବର୍ତ୍ତମାନ ଭାରତୀୟ ବିମାନ ସେବାରେ ଥିବା…

ଚର୍ଚ୍ଚାରେ ବିଜ୍ଞାପନ, ଦୁର୍ଘଟଣା ହେବ ବୋଲି ଜାଣିଥିଲା କି ଏହି କମ୍ପାନି?

ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା…

ବିମାନ ଦୁର୍ଘଟଣାକୁ ନେଇ ତୁର୍କୀ ଆଡକୁ ଇଙ୍ଗିତ କଲେ ରାମଦେବ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ଯୋଗଗୁରୁ ବାବା ରାମଦେବ ତୁର୍କୀ ଆଡ଼କୁ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଜାଣିବାକୁ…

ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି

ଲର୍ଡସ : ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ…

ମୃତ୍ୟୁର ଦ୍ବାରଦେଶରେ ଇରାନ: ପରମାଣୁ କେନ୍ଦ୍ରରୁ ଲିକ୍ ହେଉଥିବା ବିକିରଣ ବିନାଶ ଆଣିବ

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ, ପ୍ରତ୍ୟେକ ମୁହୂର୍ତ୍ତରେ ଇରାନ ମୃତ୍ୟୁର ଦ୍ବାରଦେଶରେ ଠିଆ ହେବାରେ ଲାଗିଛି। ଯଦିଓ ଇରାନ ପରମାଣୁ ବିକିରଣ…

ମଦ ଟଙ୍କାରେ କଂଗ୍ରେସ ଅଫିସ ନିର୍ମାଣ ଅଭିଯୋଗରେ ସିଲ କଲା ଇଡି

ରାୟପୁର: ଛତିଶଗଡ଼ ମଦ ଦୁର୍ନୀତିରେ ଇଡି କଂଗ୍ରେସ ନେତା କାୱାସି ଲଖମାଙ୍କ ଅନେକ ସମ୍ପତ୍ତି ଜବତ କରିଛି। ବିଶେଷ କଥା ହେଉଛି ଇଡି କଂଗ୍ରେସର ସୁକମା ଜିଲ୍ଲା…

ଆମେରିକା-ବ୍ରିଟେନ-ଫ୍ରାନ୍ସକୁ ଇରାନର ଚେତାବନୀ

ତେହେରାନ : ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ଇରାନ ଇସ୍ରାଏଲର ପ୍ରମୁଖ…