ଜଗତପୁରରେ ଚାଲିଛି ନକଲି ଓ୍ବାସିଂ ପାଉଡର କାରଖାନା ; ଓ୍ବାସିଂ ପାଉଡର, ଲେବଲ ଷ୍ଟିକର ଜବତ
କଟକ: କଟକ ଜଗତପୁରରେ ନକଲି ୱାସିଂ ପାଉଡର କାରଖାନା ଠାବ । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କଂପାନୀ ନାଁରେ ତିଆରି କରି ବିକାଯାଉଥିଲା । ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଚଢାଉ କରିଥିଲା । ଜଗତପୁର ଅଣ୍ଢେଇ ସାହିରେ…